Latest Odisha News

BREAKING NEWS

ମେଡିସିନ୍ ଦୋକାନ ସର୍ଟର ତାଡି ଚୋରି ଅଭିଯୋଗ

ବାଲିପାଟଣା: ମେଡିସିନ ଦୋକାନରୁ ଲୁଟ୍ ଅଭିଯୋଗ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ନରଦା ବଜାରରେ ଥିବା ସାଇଶ୍ରୀ ମେଡିସିନ୍ ଦୋକାନ ସର୍ଟର ତାଡି ଦୁର୍ବୃତ୍ତ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏହି ଲୁଟପାଟ କରିଛନ୍ତି ।

BjdElectrycity

ଲୁଟେରା କିଛି ବେବି ଫୁଡ୍ ସମେତ କିଛି ବ୍ରାଣ୍ଡର ମେଡିସିନ୍ ଚୋରି କରି ନେଇଛନ୍ତି । ମେଡିସିନ୍ ଦୋକାନୀଙ୍କ ଅଭିଯୋଗ ଅନୁସାରେ, ଦୁର୍ବୃତ୍ତ ପାଖାପାଖି ୫୦ ହଜାରରୁ ଅଧିକ ଟଙ୍କାର ଜିନିଷ ଚୋରି କରିଛନ୍ତି ।

ଗତକାଲି ମାଲିକ ରାତି ୧୦ଟାରେ ଦୋକାନ ବନ୍ଦ କରି ଘରକୁ ଚାଲିଯାଇଥିଲେ । ସକାଳେ ପାଖ ଦୋକାନୀ ସଟର ଖୋଲା ଥିବା ଦେଖି ମେଡିସିନ୍ ଷ୍ଟୋର ମାଲିକଙ୍କୁ ଫୋନ କରି ଜଣାଇଥିଲେ ।

Leave A Reply

Your email address will not be published.