Latest Odisha News

ଲଘୁଚାପ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା

ମାଲକାନଗିରି: ଲଘୁଚାପ ବର୍ଷା ଯୋଗୁଁ ବେହାଲ ହେଲା ସମଗ୍ର ମାଲକାନଗିରି ଜିଲ୍ଲା । ଦିନିକିଆ ବର୍ଷାରେ ୩ ଟି ପୋଲ ବୁଡିଯାଇଥିବା ସୂଚନା ମିଳିଛି । ଏମ୍ଭି ୨ , ଏମ୍ଭି ୩ ଓ ପ୍ରଧାନୀଗୁଡା ନଦୀର ପୋଲ ଉପରେ ପ୍ରାୟ ୨ ରୁ ୩ଫୁଟ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଛି ।

ସବୁଠି ପୋଲର ଦୁଇ ପାର୍ଶ୍ୟରେ ଯାନ ବାହାନ ଅଟକି ରହିଛି । ମାଲକାନଗିରି ଠାରୁ ମୋଟୁ ଓ ଛତିଶଗଡ଼ ସୁକୁମା ମଧ୍ୟରେ ସଂଯୋଗ କରୁଥିବା ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି ।

Leave A Reply

Your email address will not be published.