ଭୁବନେଶ୍ୱର: ଲକଡାଉନ୍ ବଢ଼ିଚାଲିଛି ଘରୋଇ ହିଂସା । ଏହାକୁ ରୋକିବା ପାଇଁ କମିଶନରେଟ ପୋଲିସ ବଡ ପଦକ୍ଷେପ ନେଇଛି । ମହିଳାଙ୍କ ପାଇଁ ସବୁ ଥାନାରେ ସ୍ୱତନ୍ତ୍ର ଫୋନ୍ ନମ୍ବର ଜାରି ହେବ । ନିର୍ଯାତନା ଦେଇ ଯଦି ମହିଳା ଫୋନ୍ କରିବେ ତେବେ ଘରକୁ ପୋଲିସ ଯିବ । ପ୍ରଥମେ କାଉନସେଲିଂ କରାଯିବ ତା’ପରେ ସମାଧାନ ନହେଲେ ମାମଲା ରୁଜୁ କରାଯିବ । ଏନେଇ ଆଜି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି ।
କରୋନା ଭାଇରସ୍କୁ ହରାଇବା ପାଇଁ ଲକ୍ ଡାଉନ୍ ଲଗାଯାଇଛି । କିନ୍ତୁ ଏହି ସମୟରେ ବହୁ ସଂଖ୍ୟାରେ ମହିଳାମାନେ ଘରୋଇ ହିଂସାର ଶିକାର ହେଉଛନ୍ତି । ଗତ କିଛି ସପ୍ତାହ ଭିତରେ ମହିଳାମାନେ ଘରୋଇ ହିଂସାର ଆକ୍ରମଣ ହେଉଥିବାର ମାମଲା ବଢିଚାଲିଛି । ଏଥିପାଇଁ ଚିନ୍ତା ପ୍ରକଟ କରିଛି କମିଶନରେଟ୍ ପୋଲିସ ।
BREAKING NEWS
- ଆଇପିଏଲ୍ ୨୦୨୬: ଆରସିବି ରଚିଲା ଇତିହାସ, ଏସ୍ଆର୍ଏଚ୍କୁ ୬ ୱିକେଟ୍ରେ ଦେଲା ମାତ୍
- ବ୍ରାଉନସୁଗାର କାରବାର ନେଇ ଜଣେ ଗିରଫ;୬୧ ଗ୍ରାମ ବ୍ରାଉନସୁଗାର ସହ ବେଆଇନ ବନ୍ଧୁକ ଜବତ
- ରେୟମଣ୍ଡର ପୂର୍ବତନ ଚେୟାରମ୍ୟାନ୍ ବିଜୟପତ୍ ସିଂହାନିଆଙ୍କର ପରଲୋକ
- ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ବେଳେ ବନବିଭାଗ କର୍ମଚାରୀଙ୍କୁ ମାଡ଼;ଥାନାରେ ଲିଖିତ ଅଭିଯୋଗ
- PM Modi talks with Saudi: ‘ଆମେ ଏଥିରେ ସହମତ ହୋଇଥିଲୁ…’, ପ୍ରଧାନମନ୍ତ୍ରୀ ମୋଦୀ ସାଉଦି ପ୍ରିନ୍ସଙ୍କ ସହ କ’ଣ ଆଲୋଚନା କଲେ ଜାଣନ୍ତୁ
- ସରକାରୀ କର୍ମଚାରୀ ପଢ଼ିବେ AI ଓ ସାଇବର ସୁରକ୍ଷା ପାଠ…
- ଇଞ୍ଜିନିୟରିଙ୍ଗ କଲେଜ କ୍ୟାମ୍ପସ ପରିସରରେ ଗୁଳିମାଡ଼
- ଧୋନୀ ୨ ସପ୍ତାହ ଆଇପିଏଲରୁ ଓହରିଲେ
- Odisha Police:ଥାନାରୁ ଅଭିଯୁକ୍ତ ଚମ୍ପଟ୍ ଘଟଣାରେ ୩ ସସ୍ପେଣ୍ଡ୍; ଜଣେ ଏଏସ୍ଆଇ ସମେତ…
- ନବୀନ ଜୈନଙ୍କୁ ତୁରନ୍ତ ଗିରଫ କରାଯାଉ: ବିଜେଡି
Comments are closed.