Latest Odisha News

ସୋସିଆଲ ମିଡିଆ ଭ୍ୟୁଜ ପାଇଁ ଖାଇଲେ ରୁଟି ସହ ଗୋବର

ନୂଆଦିଲ୍ଲୀ: ଆପଣ ସୋସିଆଲ ମିଡିଆରେ ଅନେକ ଅଜବ ଭିଡିଓ ଦେଖିଥିବେ। ଆଜିକାଲି ଯୁବକମାନେ ଭାଇରାଲ ହେବା ପାଇଁ ଏଭଳି ଅଜବ ଭିଡିଓ ତିଆରି କରି ଇଣ୍ଟରନେଟରେ ପୋଷ୍ଟ କରିବାରେ ବ୍ୟସ୍ତ। ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ୍ ଭିଡିଓରେ, ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ହାତରେ ରୁଟି ଧରିଛନ୍ତି। ଏହା ପରେ ସେ ଗାଈର ଗୋବର ନିକଟରେ ବସି ପଡୁଛନ୍ତି।

ଏହା ପରେ ଉକ୍ତ ବ୍ୟକ୍ତି ଜଣକ ରୁଟିକୁ ଛିଡାଇ ସେଥିରେ ଗୋବର ଲଗାଇ ଖାଇବା ଆରମ୍ଭ କରିଥିଲେ। ଭିଡିଓ ଦେଖିବା ପରେ ଲୋକମାନେ ଘୃଣା କରିବାର ଲାଗିଛନ୍ତି। ୟୁଜର୍ସମାନେ ଏହି ଭିଡିଓକୁ ନେଇ ଖୁବ୍ ସମାଲୋଚନା କରିଛନ୍ତି।

 

Leave A Reply

Your email address will not be published.