Latest Odisha News

BREAKING NEWS

ଦ୍ୱିତୀୟ ପତ୍ନୀ, ବିବାହ ନେଇ ମୁହଁ ଖୋଲିଲେ ମନୋଜ

ନୂଆଦିଲ୍ଲୀ: ଭୋଜପୁରୀ ଅଭିନେତା ତଥା ବିଜେପି ନେତା ଡିସେମ୍ବର ୩୦ରେ ଦ୍ୱିତୀୟ ଥର ପାଇଁ ବାପା ହେବାରେ ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହି ଅବସରରେ ଏକ ସାକ୍ଷାତକାରରେ ସେ ତାଙ୍କ ଦ୍ୱିତୀୟ ପତ୍ନୀ ସୁରଭିଙ୍କ ବିଷୟରେ ମୁହଁ ଖୋଲିଛନ୍ତି । ସେ ଜଣେ ଭଲ ଗାୟିକା ଏବଂ ଉଭୟ ଏକତ୍ର ଗୀତ ମଧ୍ୟ ଗାଇଛନ୍ତି ।

୨୦୧୦ରେ ପ୍ରଥମ ପତ୍ନୀ ରାନୀ ତିୱାରୀଙ୍କଠାରୁ ଅଲଗା ହେବା ପରେ ସୁରଭି ଓ ମୁଁ ନିକଟତର ହୋଇଥିଲି । ମୋର ବଡ ଝିଅ ଋତି(ରାନୀଙ୍କ କନ୍ୟା) ଲକଡାଉନ ସମୟରେ ବିବାହ କରିବା ପାଇଁ ବାଧ୍ୟ କରାଇଥିଲା । ଏବେ ଋତି ଆସିଲେ ଦ୍ୱିତୀୟ ଝିଅର ନାମକରଣ ହେବ ବୋଲି ମନୋଜ କହିଛନ୍ତି ।

Leave A Reply

Your email address will not be published.