Latest Odisha News

BREAKING NEWS

କରୋନା କାଳରେ ଲୁହ ଭିଜା ଘଟଣା : ମାଆ କୋଳକୁ ଏକାଠି ଆସିଥିଲେ, ଶେଷର ଏକାଠି ବି ଚାଲିଗଲେ

ମୀରଟ: କରୋନା କାଳରେ ଆଉ ଏକ ଲୁହ ଭିଜା ଘଟଣା ସମ୍ମୁଖକୁ ଆସିଛି । ମୀରଟରେ ଗ୍ରୋଗରି ରେୟମଣ୍ଡ ରାଫେଲଙ୍କ ଦୁଇ ପୁଅ ଭରଭୀଜ ଗ୍ରୋଗେରୀ ଓ ରାଲଫେଡ ଜର୍ଜ ଗ୍ରୋଗରୀ୧୧୯୭ ଏପ୍ରିଲ ୨୩ରେ ଜନ୍ମ ଗ୍ରହଣ କରିଥିଲେ । ସେମାନେ ଯମଜ ଥିଲେ । ମାଆ କୋଳକୁ ଏକାଠି ଆସିଥିଲେ । ଦେଖିବାକୁ ଏକା ପରି । ପାଠପଢ଼ା ଠାରୁ ଆରମ୍ଭ କରି ସବୁ କିଛି ସେମାନେ ଏକତ୍ର କରୁଥିଲେ । ୨୪ତମ ଜନ୍ମ ଦିବସ ପାଳନ କରିବାର କିଛି ଦିନ ପରେ ସେମାନେ କରୋନାରେ ଆକ୍ରାନ୍ତ ହୋଇଥିଲେ । ୨୦ ଦିନ ଲଢ଼େଇ କରିବା ପରେ ଶେଷରେ ଉଭୟ ପ୍ରାଣ ହରାଇଥିଲେ ।

ଉଭୟ କମ୍ପ୍ୟୁଟର ଇଞ୍ଜିନିୟରିଂ ପଢ଼ିବା ସହ ଏକତ୍ର ହାଇଦ୍ରାବାଦରେ ଚାକିରୀ କରୁଥିଲେ । ରାଲଫ୍ରେଡ ପ୍ରଥମେ ଚାଲିଗଲା ପରେ ବାପା ରାଫେଲ ତାଙ୍କ ପତ୍ନୀଙ୍କୁ କହିଥିଲେ । ଜଣେ ଯଦି ଗଲା, ତାହେଲେ ଭରଭୀଜକୁ ବଂଚାଇବା କଷ୍ଟକର ହୋଇପଡିବ । ସତକୁ ସତ ସେୟା ଘଟିଥିଲା ।

Comments are closed.