ସୋନପୁର: ଅର୍ଜୁନପୁର ଜଙ୍ଗଲରୁ ମିଳିଲା ଚୋରି ଶିଶୁକନ୍ୟା । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ଶିଶୁକନ୍ୟା ଜଙ୍ଗଲରୁ ମିଳିଲା । ନବଜାତ ଶିଶୁ କନ୍ୟାକୁ ପୋଲିସ ଆଜି ଜଙ୍ଗଲରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ଭୟରେ ଶିଶୁଟିକୁ ଜଙ୍ଗଲରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ଶିଶୁ କନ୍ୟା ଚୋରି ହୋଇଥିବା ନେଇ ପରିବାର ଲୋକେ ଥାନାରେ ଆଣିଥିଲେ ଅଭିଯୋଗ।
BREAKING NEWS
- ‘ଓଡ଼ିଶାରେ ଶିକ୍ଷକଙ୍କ ନିଯୁକ୍ତି କେବଳ ଶିକ୍ଷାବିତ୍ ହିଁ କରିବେ’
- ଉଜୈନର ପ୍ରସିଦ୍ଧ ମହାକାଳ ମନ୍ଦିରରେ ଅଘଟଣ..
- ଓଡିଶାରେ ଅପରାଧ ରୋକିବା ଦିଗରେ ସରକାରଙ୍କ ବଡ ପଦକ୍ଷେପ
- ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହେଲେ ଶ୍ରୀଲଙ୍କାର ଏହି ବ୍ୟାଟ୍ସମ୍ୟାନ
- ପର୍ଯ୍ୟଟନ ଦିବସ: ‘ପର୍ଯ୍ୟଟନ ମିତ୍ର ଏବଂ ପର୍ଯ୍ୟଟନ ଦିଦି’ କାର୍ଯ୍ୟକ୍ରମର ହେଲା ଶୁଭାରମ୍ଭ
- ମେଜରଙ୍କ ବାନ୍ଧବୀଙ୍କ ନାଁରେ ମାମଲା ରୁଜୁ
- ବର୍ଷା ଯୋଗୁ ଧୋଇ ହୋଇଗଲା କୋଣାର୍କ ସୂର୍ଯ୍ୟାସ ଓଡିଶା-ମଣିପାଲ ଟାଇଗର୍ସ ମ୍ୟାଚ
- ଓପିଏସସି ଚେୟାରମ୍ୟାନ୍ ହେଲେ ଆଇପିଏସ ଅରୁଣ ଷଡ଼ଙ୍ଗୀ
- ରାଜ୍ୟରେ ଖୋଲିବ ୫୮ଟି ଶୀତଳ ଭଣ୍ଡାର, ଚାଷୀଙ୍କଠାରୁ ଧାନ କ୍ବିଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ
- ଆପତ୍ତିଜନକ ପୋଷ୍ଟକୁ ନେଇ ଉତ୍ତେଜନା, ଭଦ୍ରକ ସନ୍ଥିଆରେ ୧୬୩ ଧାରା ଜାରି
Comments are closed.