ଭୁବନେଶ୍ୱର: କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ କୋଣାର୍କକୁ ଦୈନିକ ୬ଥର ଚଳାଚଳ କରିବ ‘ମୋ ବସ୍’।
ଏନେଇ କ୍ରୁଟ୍ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
? Notice-#MoBus? service will be available six times in a day on Route 50 & Route 70 w.e.f. 2nd November, Monday.#NoMaskNoEntry#MoBusforBetterYou@MOBBY_MoBus
New time table ? pic.twitter.com/RRp2qJcGyh
— Capital Region Urban Transport (@CRUT_BBSR) November 1, 2020
ଟ୍ୱିଟ୍ ଅନୁଯାୟୀ ରୁଟ୍ ୫୦ ଓ ରୁଟ୍ ୭୦ରେ ଦୈନିକ ୬ ଥର ଲାଗି ‘ମୋ ବସ୍’ ସେବା ଉପଲବ୍ଧ ହେବ ।
Comments are closed.