Latest Odisha News

BREAKING NEWS

ଆସନ୍ତା ବର୍ଷ ଭାରତରେ ସିଙ୍ଗଲ୍‌ ଡୋଜ୍ ଟିକା ଲଞ୍ଚ କରିପାରେ ମଡର୍ନା; ଚଳିତ ବର୍ଷ ୫ କୋଟି ଡୋଜ ଦେବ ଫାଇଜର!

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ଆସନ୍ତା ବର୍ଷ ଭାରତରେ ସିଙ୍ଗଲ୍‌ ଡୋଜ୍ ଟିକା ଲଞ୍ଚ କରିପାରେ ମଡର୍ନା। ଏହାସହିତ ଆମେରିକାର ଅନ୍ୟ ଏକ ବୃହତ୍ ଟିକା ପ୍ରସ୍ତୁତକାରୀ କମ୍ପାନି ଫାଇଜର ଚଳିତ ବର୍ଷ ୫ କୋଟି ଡୋଜ୍‌ ଦେବାକୁ ପ୍ରସ୍ତୁତ ଥିବା ଜଣାପଡ଼ିଛି। ତେବେ ୨୦୨୧ରେ ଅତିରିକ୍ତ ଟିକା ନଥିବା ନେଇ ମଡର୍ନା ଭାରତୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଛି।

ଗତ ସପ୍ତାହରେ ବିଶ୍ୱ ତଥା ଘରୋଇ ବଜାରରେ ଟିକା ଉପଲବ୍ଧତା ଉପରେ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଦ୍ବିତୀୟ ପର୍ଯ୍ୟାୟ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।

Comments are closed.