ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସାପକୁ ନେଇ ଅନେକ ଭିଡିଓ ଦେଖିବାକୁ ମିଳିଥାଏ । କିଏ ସାପକୁ ଚୁମ୍ବନ ଦେଉଥିବା ବେଳେ ଆଉ କିଏ ସାପକୁ ନେଇ ଖେଳୁଥିବା ଦେଖିବାକୁ ମିଳିଥାଏ । ହେଲେ ଏବେ ଗୋଟେ ସାପ ନୋଟ ବିଡ଼ା ଧରି ଘର ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରୁଛି । ଏହି ଭିଡ଼ିଓକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ େଇଯାଇଛନ୍ତି ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଗୋଟେ ସାପ ଏକ ପାହାଚରୁ ଆସୁଛି । ସେ ତାର ପାଟିରେ ଏକ ନୋଟ ବିଡ଼ ଜାବୁଡ଼ି ଧରିଛି । ସାପଟି ଧୀରେ ଧୀରେ ନୋଟ ବିଡ଼ାକୁ ଧରି ଏକ ଘରେ ପ୍ରବେଶ କରୁଛି । ଏହି ଭିଡ଼ିଓକୁ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ସାପଟି କାହାଘରୁ ନୋଟ୍ ବିଡ଼ା ଚୋରି କରିଆଣିଥିବା ମତ ଦେଇଥିବା ବେଳେ ଆଉ କିଏ ଏହା ନକଲି ଭିଡ଼ିଓ ବୋଲି କହିଛନ୍ତି । ଆଉ କିଛି ସାପର ଅନେକ ଭିଡିଓ ଆମେ ଦେଖିଛୁ । କିନ୍ତୁ ଏମିତି ଭିଡିଓ ଆମେ କେବେ ହେଲେ ଦେଖି ନାହୁଁ । ସାପ ଏମିତି ପାଟିରେ ଟଙ୍କା ବିଡ଼ା ଧରି ଘରେ ପ୍ରବେଶ କରିବା ଦୃଶ୍ୟ ବାସ୍ତବରେ ଚକିତ କରୁଛି ।
BREAKING NEWS
- ବାଲିଯାତ୍ରା ପାର୍କିଂ ଷ୍ଟାଣ୍ଡ୍ ପାଇଁ ଟେଣ୍ଡର ଡାକରା, ଅକ୍ଟୋବର ୯ରେ ହେବ ଚୂଡ଼ାନ୍ତ
- CECଙ୍କୁ ବେଙ୍ଗଲ ବିଜେପି ମୁଖ୍ୟଙ୍କ ପ୍ରଶଂସା, କଂଗ୍ରେସ କହିଲା କରିଦିଅ PM
- ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ଓ ଇ-ପୋର୍ଟାଲର ଉପଯୋଗ ନେଇ ସମୀକ୍ଷା, ପୋର୍ଟାଲରେ ରହିବ ସବୁ ଜମି ଦଖଲକାରୀଙ୍କ ତଥ୍ୟ
- ନିଯୁକ୍ତି ମେଳା: ୧୧୦୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ହୀରାକୁଦ ଜଳଭଣ୍ଡାର ଆଉ ୫ଟି ସ୍ଲୁଇସ୍ ଗେଟ୍ ଖୋଲିଲା, ୧୩ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
- ଉତ୍ତର ଓଡିଶାରେ ପୁଣି ବନ୍ୟାସ୍ଥିତି, ପାଣି ଘେରରେ ତଳିଆ ଅଞ୍ଚଳ
- ୧୦୦ ପୋଲିସ ଓ ୫୦୦ ଅତିଥିଙ୍କ ଗହଣରେ କାମ୍ବୋଡିଆ ପ୍ରେମିକାଙ୍କୁ ବାହା ହେଲେ ହରିୟାଣାର ଗ୍ୟାଙ୍ଗଷ୍ଟର
- Plane Crash: ନିଆଁ ପିଣ୍ଡୁଳା ପାଲଟିଲା ବିମାନ! ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି, ଜଳି ପାଉଁଶ ହୋଇଗଲେ ସମସ୍ତେ!
- Sprout chana chaat: ସକାଳ ଜଳଖିଆରେ ଖାଆନ୍ତୁ ସ୍ପ୍ରାଉଟ୍ସ-ଚଣା ଚାଟ୍, ଚଟପଟା ସ୍ୱାଦ ସହ ମିଳିବ ଭରପୂର ପ୍ରୋଟିନ୍…
- PM In Bhajan Clubbing: ଭଜନର ତାଳରେ ତାଳି, ହାତରେ ଡଫଲି; ଦିଲ୍ଲୀରେ ‘ଭଜନ କ୍ଲବିଂ’ରେ ଝୁମିଲେ ପିଏମ୍ ମୋଦି

Comments are closed.