Latest Odisha News

ଆନନ୍ଦପୁରରେ ମହିଳା ଆରଆଇଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ

କେନ୍ଦୁଝର : ଆନନ୍ଦପୁରରେ ମହିଳା ଆରଆଇଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ । ଆରଆଇ ସିମନ୍ତିନୀ ସାହୁଙ୍କ କାର୍ଯ୍ୟାଳୟରେ ପଶି ଜଣେ ବୃଦ୍ଧ ମହିଳା ଆରଆଇଙ୍କୁ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଆରଆଇ ଜଣକ ଗୁରୁତର ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ଏହି ଆକ୍ରମଣରେ ଅଭିଯୁକ୍ତ ଗୋବିନ୍ଦ ଜେନାକୁ ପୋଲିସ ଗିରଫ କରି ପଚରା ଉଚରା କରୁଛି । ଜମି ପଟା କାଗଜପତ୍ରରେ ଦୁର୍ନିତ କରିବା ଅଭିଯୋଗରେ ଗୋବିନ୍ଦ ଏପରି କରିଛନ୍ତି ବୋଲି କହିଛନ୍ତି ।

Comments are closed.