Latest Odisha News

BREAKING NEWS

ଆର୍ୟନ ଖାନ ଡ୍ରଗ୍ ମାମଲାରେ ନୂଆ ମୋଡ଼; ବଢିଲା ସମୀର ୱାଙ୍ଖଡେଙ୍କ ଅଡୁଆ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ ପାର୍ଟି ମାମଲାରେ ସାକ୍ଷୀଙ୍କ ନିର୍ଯାତନା ଅଭିଯୋଗ ପରେ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ସମସ୍ୟା ବୃଦ୍ଧି ବଢିବାରେ ଲାଗିଛି। ଲାଞ୍ଚ ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସମୀର ୱାଙ୍ଖଡେଙ୍କ ବିରୋଧରେ ଭିଜିଲାନ୍ସ ଯାଞ୍ଚ ଆରମ୍ଭ କରିଛି।

ଏନସିବି ଡିଜିଙ୍କ ଅନୁଯାୟୀ  ଏନସିବି ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ବିରୋଧରେ ଭିଜିଲାନ୍ସ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିବା ମଧ୍ୟ ସେ କହିଛନ୍ତି।

ଆର୍ଯ୍ୟନ ଖାନ ମାମଲାର ସାକ୍ଷୀ ପ୍ରଭାକର ଏନସିବି ସମୀର ୱାଙ୍ଖଡେଙ୍କ ଜୋନାଲ ନିର୍ଦ୍ଦେଶକଙ୍କୁ ୮ କୋଟି ଟଙ୍କା ଫେରସ୍ତ କରିଥିବା ଅଭିଯୋଗ କରିଛନ୍ତି। ଏହି ଅନୁସନ୍ଧାନ ପରେ ସମୀର ୱାଙ୍ଖଡେ ତାଙ୍କ ପଦରେ ଜାରି ରଖିବେ କି ନାହିଁ ତାକୁ ସନ୍ଦେହ ଘନେଇବାରେ ଲାଗିଛି।

Comments are closed.