Latest Odisha News

ଭାରତକୁ ଅଣାଯାଉଥିବା ବନ୍ୟଜନ୍ତୁଙ୍କ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଏଣିକି କରୋନା ନେଗେଟିଭ ରିପୋର୍ଟ ଥିବା ପଶୁମାନେ ଭାରତ ଆସିପାରିବେ। ବିଦେଶରୁ ଭାରତକୁ ଅଣାଯାଉଥିବା ବିଲେଇ, ସିଂହ, ଚିତାବାଘ ଏବଂ ପୁମା ସମେତ ଅନ୍ୟ ପଶୁମାନଙ୍କର କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ।

ଏ ନେଇ ଅର୍ଥ ମନ୍ତ୍ରଣାଳୟ ଜୁନ ୩୦ ରେ ସମଗ୍ର ଭାରତରେ କଷ୍ଟମ କର୍ତ୍ତୃପକ୍ଷଙ୍କୁ କୋଭିଡ୍‌ ରିପୋର୍ଟ ନେଗେଟିଭ ଥିବା ପଶୁମାନଙ୍କ ଆମଦାନୀ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

କାରଣ ଏପରି ପଶୁମାନେ ସ୍ଥାନୀୟ ବନ୍ୟଜନ୍ତୁ ପାଇଁ ବିପଦ ସୃଷ୍ଟି କରିପାରନ୍ତି। ଯେପର୍ଯ୍ୟନ୍ତ ଭାରତ କୋଭିଡ୍‌ ସହ ମୁକାବିଲା କରୁଛି ସହିତ ସେପର୍ଯ୍ୟନ୍ତ ଏହି ନିର୍ଦ୍ଦେଶଗୁଡିକ ପାଳନ କରାଯିବ ବୋଲି ସରକାର।

ଏହାଛଡା ନେଗେଟିଭ୍ ରିପୋର୍ଟ ପାଇବା ପରେ ଭାରତ ଉପରୋକ୍ତ ପଶୁ ଆମଦାନୀ ପାଇଁ ଅଗ୍ରୀମ NOC କ୍ଲିୟରାନ୍ସ ପ୍ରଦାନ କରିବ ବୋଲି।

 

Comments are closed.