ମୁମ୍ବାଇ: ଚର୍ଚ୍ଚାରେ ଆଗମି ଆକ୍ସନ ଡ୍ରାମା ଫିଲ୍ମ ‘ବାଗି-୩’ । କେବ ଏହି ଫିଲ୍ମର ଲିଡ୍ ରୋଲ୍କୁ ନେଇ ଚର୍ଚ୍ଚା ହୋଇଥାଏ ତ ଆଉ କେତେବେଳେ ଫିଲ୍ମର ଦମଦାର ଟ୍ରେଲର ଓ ଆକ୍ସନ ସିନ୍କୁ ନେଇ । ଏବେ ଏହାର ଏକ ଗୀତ ରିଲିଜ ହୋଇଛି । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ଗୀତର ନାଁ ରହିଛି ‘ଡୁ ୟୁ ଲଭ୍ ମି’ । ଏଥିରେ ‘ମଲଙ୍ଗ’ ଫେମ୍ ଦିଶା ପଟାନିଙ୍କ ଦମ୍ଦାର ଡ୍ୟାନ୍ସ ସାଙ୍ଗକୁ ତାଙ୍କର ବୋଲ୍ଡ ଅବତାର ଦେଖିବାକୁ ମିଳିଛି ।
ଏହି ଗୀତକୁ ଗାଇଛନ୍ତି ନିକିତା ଓ ଏହାର ମ୍ୟୁଜିକ୍ କମ୍ପୋଜ କରିଛନ୍ତି ରେନେ ବେନ୍ଦାଲି । ଅହମଦ ଖାନ୍ଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ହେଉଛି ‘ବାଗି’ ସିରିଜର ତୃତୀୟ ପାର୍ଟ । ଏହାର ଲିଡ୍ ରୋଲ୍ରେ ଟାଇଗର ସ୍ରଫ ଏବଂ ଦିଶା ପଟାନି ଅଛନ୍ତି । ଅନ୍ୟ ପ୍ରମୁଖ ଭୂମିକାରେ ରିତେଶ ଦେଶମୁଖ ଓ ଅଙ୍କିତା ଲୋଖଣ୍ଡେ ଅଛନ୍ତି । ମୁଭିଟି ଆସନ୍ତା ମାର୍ଚ୍ଚ ୬ରେ ରିଲିଜ ହେବ ।
BREAKING NEWS
- Planning Terror Attack: Toy Car Bomb ଦ୍ବାରା ବିସ୍ଫୋରଣ ଯୋଜନା କରୁଥିବା ୨ ଆତଙ୍କବାଦୀ ଗିରଫ; ରହିଛି ଜୈଶ ଲିଙ୍କ
- ‘Sri Beach’ Project:ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ ଶ୍ରୀବିଚ୍! ଆଗାମୀ ୧୬ ମାସରେ ଶେଷ ହେବ ପ୍ରକଳ୍ପ
- ଚେନ୍ନାଇର ହ୍ୟାଟ୍ରିକ ପରାଜୟ: ଟିମ ଡେଭିଡ, ପାଡିକଲଙ୍କ ବିସ୍ଫୋରକ ବ୍ୟାଟିଂ
- Trump threatens: ମଙ୍ଗଳବାର ପାୱାର ପ୍ଲାଣ୍ଟ ଧ୍ୱଂସ ହୋଇଯିବ… ଇରାନ ହୋର୍ମୁଜ୍ ଯଦି ନ ଖୋଲେ;ଇରାନକୁ ଟ୍ରମ୍ପ୍ଙ୍କ ଅଶାଳୀନ ଗାଳି
- Lightning Strike:ରାଜ୍ୟରେ ବଜ୍ରପାତ ନେଲା ୩ଜୀବନ, ଅନେକ ଆହତ
- Hostel Ragging:ସିନିୟର ଛାତ୍ରଙ୍କ ମାଡ଼ରେ ୨ ହଷ୍ଟେଲ ଛାତ୍ର ଲହୁଲୁହାଣ; ପ୍ରଧାନଶିକ୍ଷକଙ୍କ ଖାମଖିଆଲ ନୀତିକୁ ଦାୟୀ…
- ଶିକ୍ଷା ବ୍ୟବସ୍ଥାର ଅବ୍ୟବସ୍ଥା ମଧ୍ୟରେ ନୂଆ ନୀତି; ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଚିନ୍ତା ବୃଦ୍ଧି..
- Revenue Service: ହ୍ବାଟସଆପରେ ହେବ ରାଜସ୍ୱ ସେବା ସମ୍ପର୍କିତ ଅଭିଯୋଗ ଗ୍ରହଣ
- Palasa- Ichchapuram: ଭାରତୀୟ ରେଳବାଇର ସ୍ପଷ୍ଟୀକରଣ;ପ୍ରଭାବିତ ହେବନାହିଁ ପୂର୍ବତଟ ରେଳବାଇର ରାଜସ୍ବ ଆୟ
- Hingula Mahotsav:ହିଙ୍ଗୁଳା ମହୋତ୍ସବରେ ଅଘଟଣ; ଡ୍ରାଗନ ଦୋଳି ଛିଡ଼ି ୪ ଗୁରୁତର
Comments are closed.