ନୂଆଦିଲ୍ଲୀ: ଆସନ୍ତାକାଲି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତ ଫାଶୀ ପାଇବା ପକ୍କା ହୋଇଛି । ତେବେ ପଟିଆଲା ହାଉସ କୋର୍ଟ ବାହାରେ ଆଜି ଦୋଷୀଙ୍କ ଓକିଲ ଏପି ସିଂ ଓ ନିର୍ଭୟା ସମର୍ଥକ ମାନେ ମୁହାଁମୁହିଁ ହୋଇଛନ୍ତି ।
ଫାଶୀ ରୋକିବା ଆବେଦନକୁ ନେଇ ନିର୍ଭୟା ସମର୍ଥକ ଓ ଓକିଲା ହାତାହାତି ହୋଇଥିଲେ । ଏପରିକି ମାରପିଟ ଉପରକୁ କଥା ମଧ୍ୟ ଯାଇଥିଲା । ପରେ ପୋଲିସ ପହଂଚି ଉଭୟଙ୍କୁ ଅଟକାଇଥିଲା ।
ଓକିଲା ଏପି ସିଂହ ଆଜି ହିଁ ଫାଶୀ ରୋକିବା ପାଇଁ କୋର୍ଟରେ ଆବେଦନ କରିଥିଲେ । କିନ୍ତୁ ଏହି ଆବେଦନକୁ ଦିଲ୍ଲୀ ପଟିଆଲା ହାଉସକୋର୍ଟ ଖାରଜ କରି ଦେଇଛନ୍ତି । ଏପି ସିଂ କହିଛନ୍ତି ଯେ, କରୋନା ପାଇଁ ଅନେକ କୋର୍ଟ ବନ୍ଦ ରହିଛି। ଅନେକ ମାମଲା ଲମ୍ବିତ ହୋଇ ରହିଛି। ଏହାବ୍ୟତୀତ ହାଇକୋର୍ଟରେ ମଧ୍ୟ ଏକ ଆବେଦନ ରହିଛି।
BREAKING NEWS
- ଚେନ୍ନାଇର କ୍ରମାଗତ ଦ୍ୱିତୀୟ ପରାଜୟ
- Earthquake: ଥରିଲା ଉତ୍ତର ଭାରତ;ଭୂମିକମ୍ପର କେନ୍ଦ୍ରସ୍ଥଳ…
- Terror module:ପାକ୍ ହ୍ୟାଣ୍ଡଲରଙ୍କ ସହ ଲିଙ୍କ୍ ଥିବା ‘ଆତଙ୍କବାଦୀ ମଡ୍ୟୁଲ୍’ର ୪ସଦସ୍ୟଙ୍କୁ ଗିରଫ କଲା ATS
- ମାଲଦାରେ ୭ ନ୍ୟାୟିକ ଅଧିକାରୀଙ୍କୁ ଘେରାଉ ଘଟଣା; ମାଲଦାରେ ଯାଞ୍ଚ କରୁଛି ଏନଆଇଏ ଟିମ୍
- ଜନ୍ମ କଲା ମାଆକୁ ବିଷ ଖୁଆଇ ହତ୍ୟା କଲା ପୁଅ; ଗଛରେ ବାନ୍ଧି ପିଟିଲେ ଗ୍ରାମବାସୀ
- ଅଧିନାୟକ ପଦ ହରାଇବେ କି ରାହାଣେ
- ୭୦୦ କୋଟି ଟଙ୍କାର ଅଫର ଗ୍ରହଣ କଲେନି ରାମାୟଣର ମେକର୍ସ
- ଖୁବଶୀଘ୍ର ଝାରସୁଗୁଡା ବିମାନ ବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା
- ୨୦୨୫-୨୬ ଆର୍ଥିକ ବର୍ଷରେ ସମୁଦାୟ ୪୪.୮୨ ମିଲିଅନ୍ ଟନ୍ ଖଣିଜ ଉତ୍ପାଦନ ରେକର୍ଡ
- ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
Comments are closed.