Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ନୀତା ଅମ୍ବାନୀ ଓ ବନାରସ୍ ହିନ୍ଦୁ ୟୁନିଭର୍ସିଟି ମାମଲା

ଭୁବନେଶ୍ୱର: ନୀତା ଅମ୍ବାନୀଙ୍କୁ ମିଳିଥିଲା ବନାରସ୍ ହିନ୍ଦୁ ୟୁନିଭର୍ସିଟିରୁ ଡାକରା । ସାଜିଥାନ୍ତେ ଭିଜିଟିଂ ପ୍ରଫେସର୍ । କିଛି ଏପରି ଦାବି କରିଥିଲେ ଏକାଧିକ ଖବର ପ୍ରକାଶନ ସଂସ୍ଥା । ହେଲେ ଶେଷରେ ସାମ୍ନାକୁ ଆସିଛି ସମ୍ପୂର୍ଣ୍ଣ ଭିନ୍ନ କଥା । ଅନ୍ୟପଟେ ସତମିଛକୁ ତର୍ଜମା ନକରି ପ୍ରତିବାଦକୁ ଓହ୍ଲାଇଥିଲେ ବନାରସ୍ ହିନ୍ଦୁ ୟୁନିଭର୍ସିଟି ଛାତ୍ରଗୋଷ୍ଠୀ ।

Leave A Reply

Your email address will not be published.