Latest Odisha News

BREAKING NEWS

Browsing Tag

viral postmortem

ଭାଇରାଲ୍ ପୋଷ୍ଟମୋର୍ଟମ୍: ଋଷ ସ୍ନାଇପର୍‌ଙ୍କୁ ଠାବ କରୁଛି ଖାର୍କିଭ ପାନ୍ଥର୍‌, କେତେ ସତ ?

ଭୁବନେଶ୍ୱର: ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧକୁ ନେଇ ପ୍ରତିଦିନ ପ୍ରତିକ୍ଷଣରେ କିଛିନାକିଛି ଖବର ସାମ୍ନାକୁ ଆସୁଛି । ଏଥିମଧ୍ୟରୁ କିଛି ସତ ସାବ୍ୟସ୍ତ ହେଉଥିଲାବେଳେ ଆଉ କିଛି ଗୁଜବ ଭାବେ ସାମ୍ନାକୁ ଆସିଥାଏ । ଏହି ଧାରାରେ ଜଣେ ସୈନ୍ୟ ସହ ଏକ ବିଲେଇର ଫଟୋ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି ।…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ବିଜେପି ପ୍ରଚାରରେ ମାତିଛନ୍ତି ରାହୁଲ ଗାନ୍ଧୀ, କେତେ ସତ ?

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ରାହୁଲ ଗାନ୍ଧୀ । ହେଲେ ଏଥର ନିଜର ପିଲାଳିଆମୀ ବକ୍ତବ୍ୟ ପାଇଁ ନୁହେଁ ବରଂ ଏକ ଫଟୋ ପାଇଁ ରାହୁଲଙ୍କୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । ସୋସିଆଲ ମିଡିଆରେ ରାହୁଲଙ୍କୁ ନେଇ ଏକ ଫଟୋ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଯାହାକୁ ଦେଖି ଅନେକ ଲୋକ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ରହସ୍ୟ ଘେରରେ ଆଫଗାନିସ୍ତାନ କ୍ରିକେଟ ଦଳର ପ୍ରାୟୋଜକ

ଭୁବନେଶ୍ୱର: ଚଳିତବର୍ଷ ଟି୨୦ କ୍ରିକେଟ୍ ବିଶ୍ୱକପରେ ଲଢୁଆ ଖେଳ ପ୍ରଦର୍ଶନ ଜାରି ରଖିଛି ଆଫଗାନିସ୍ତାନ ଦଳ । ଦେଶ ଉପରେ ତାଲିବାନର କବ୍‌ଜା ପରେ ବି ଦୃଢ ମନୋବଳ ନେଇ ପଡିଆକୁ ଓହ୍ଲାଉଛନ୍ତି ଏହି ନିର୍ଭୀକ ଦଳ । ହେଲେ ଏହି ଦଳକୁ ନେଇ ଏକ ବିରାଟକାୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଖାସ କରି ଦଳର…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଗିରଫ ହେଲା ଗୁପଚୁପ୍ ବିକ୍ରେତା, ଭିନ୍ନ ଦାବିକୁ ନେଇ ପୁଣି ଚର୍ଚ୍ଚା

ଭୁବନେଶ୍ୱର: ଗୌହାଟୀର ଜଣେ ଗୁପ୍‌ଚୁପ୍ ବିକାଳି ପାଣିରେ ପରିଶ୍ରା ମିଶ୍ରଣ କରିବା ଘଟଣା ଖୁବ ଭାଇରାଲ୍ ହୋଇଥିଲା । ଏପରିକି ସଂପୃକ୍ତ ବ୍ୟକ୍ତି ଜଣକ ଗିରଫ ମଧ୍ୟ ହୋଇଛି । ହେଲେ ଏବେ ସେହି ଗୁପ୍‌ଚୁପ୍ ବିକ୍ରେତାଙ୍କୁ ନେଇ ସାମ୍ନାକୁ ଆସିଛି ଭିନ୍ନ ଅଭିଯୋଗ । ଗିରଫ ବ୍ୟକ୍ତି ଜଣକ ଇଶଲାମଧର୍ମୀ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଭାବପୂର୍ଣ୍ଣ ଫଟୋର ଅସଲ କାହାଣୀ !

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ହଟଚମଟ ସୃଷ୍ଟି କରିଛି ଏକ ଛୋଟ ପିଲାର ଫଟୋ । ଦାବି ହୋଇଛି ଏହି କୁନି ମାସ୍କ ବିକ୍ରେତା ନିଜ ମାଆଙ୍କ ନିର୍ଦ୍ଦେଶରେ ଅସହାୟଙ୍କୁ ମାଗଣାରେ ବି ମାସ୍କ ପ୍ରଦାନ କରୁଛନ୍ତି । ହେଲେ ଫଟୋ ପଛରେ ଥିବା କାହାଣୀର ସତ୍ୟତା କିନ୍ତୁ ସମ୍ପୁର୍ଣ୍ଣ ଭିନ୍ନ ।

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ବିଜାପୁର ସହ କ’ଣ ରହିଛି ବିଜେପିର ସମ୍ପର୍କ ?

ଭୁବନେଶ୍ୱର: ସାରା ଦେଶରେ ଶୋକର ଛାୟା ଖେଳାଇଛି ବିଜାପୁର ବର୍ବରତା । ରକ୍ତାକ୍ତ ସଂଘର୍ଷରେ ସହିଦ ହୋଇଥିଲେ ୨୪ ଓ ଆହତ ୩୧ ଯବାନ । ଅନ୍ୟପଟେ ମାଓବାଦୀଙ୍କ କବଳରେ ଏବେ ବି ଜଣେ ଯବାନ ରହିଛନ୍ତି । ଅନ୍ୟପଟେ ଏହି ମାମଲାରେ ଜଣେ ବିଜେପି ନେତା ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । ଚହଳ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ହିସାର ନା ରୋହତକରେ ହୋଇଥିଲା ମନୋହରଲାଲଙ୍କୁ କଳା ତେଲ ମାଡ ?

ଭୁୁବନେଶ୍ୱର: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଫିଙ୍ଗା ହୋଇଥିଲା କଳା ତେଲ । ଏହି ମାମଲାକୁ ନେଇ ସୋସିଆଲ ମିଡିଆରେ ଲୋକଙ୍କ ଅଜବ ଦାବି । ଅନ୍ୟପଟେ ଏକ ପୁରୁଣା ମାମଲା ସହ ଏହି ଘଟଣା ଯୋଡିଥିଲାବେଳେ ସାମ୍ନାକୁ ଆସିଛି ସତ କାହାଣୀ ।

ତୃଣମୂଳ କଂଗ୍ରେସ ବିରୋଧରେ ବିଜେପିର ସଙ୍ଗୀନ ଅଭିଯୋଗ !

ଭୁବନେଶ୍ୱର: ଭୋଟରଙ୍କୁ ଖୋଲା ଧମକ ଦେଉଛନ୍ତି କି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ମହିଳା ପ୍ରାର୍ଥୀ କୌସନି ମୁଖାର୍ଜୀ ? କେତେ ସତ ବିଜେପିର ଏଭଳି ସଙ୍ଗୀନ ଅଭିଯୋଗ ? ଏକ ଭିଡିଓକୁ ନେଇ ଘଟଣା ଘନେଇଥିଲାବେଳେ ଯାଂଚ ଆରମ୍ଭ କରିଥିଲା ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ୍ । ଶେଷରେ ସାମ୍ନାକୁ ଆସିଥିଲା…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ସୁଏଜ୍ କେନାଲ, ଏଭର ଗିଭେନ୍ ଓ ଧୁମ୍ ମ୍ୟୁଜିକ୍

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ସୁଏଜ କେନାଲ ଭିଡିଓ । ଭିଡିଓରେ ଶୁଭିଛି ଫିଲ୍ମ ଧୁମର ମ୍ୟୁଜିକ । ଅନେକ ଲୋକ ଏହି ଘଟଣାକୁ ସତ ବୋଲି ଦାବି କରିଛନ୍ତି । ହେଲେ ଅନେକ ନ୍ୟୁଜ ଏଜେନ୍ସି ଏହି ଘଟଣାର ସତ୍ୟତାକୁ ନେଇ ଅଙ୍ଗୁଳି ଉଠାଇବା ପରେ ସାମ୍ନାକୁ ଆସିଥିଲା ଅସଲ କାହାଣୀ ।

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଭାରତରେ ଭାଇରାଲ୍ ଥାଇଲାଣ୍ଡ ମ୍ୟୁଜିୟମ୍ !

ଭୁବନେଶ୍ୱର: ପୁଣି ଏକ ଫଟୋ ସହାୟତାରେ ମିଥ୍ୟା ଗୁଜବ । ଇତିହାସକାରଙ୍କୁ ବଦନାମ । ତଥାପି ଲୋକେ ଅନାୟସରେ ଏକ ଫଟୋ ସହ ବିଭ୍ରାନ୍ତିକର କ୍ୟାପ୍ସନ୍‌କୁ ସେୟାର କରିଥିଲେ । ଶେଷରେ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ୍ କରିଥିଲା ମିଥ୍ୟା ଗୁଜବ ପର୍ଦ୍ଦାଫାସ୍ । ସାମ୍ନାକୁ ଆସିଥିଲା ଆଶ୍ଚର୍ଯ୍ୟକର ସତ୍ୟତା…