ନୂଆଦିଲ୍ଲୀ: ନ୍ୟୁଡ ଫଟୋ ଶୁଟ ମାମଲାରେ ଫସିଥିବା ବଲିଉଡ ଅଭିନେତା ରଣବୀର ସିଂ ପୋଲିସ ନିକଟରେ ହାଜର ହେବା ପାଇଁ ୨ ସପ୍ତାହ ଅଧିକ ସମୟ ମାଗିଛନ୍ତି । ଜୁଲାଇରେ ଏକ ବିଦେଶୀ ପତ୍ରିକା ପାଇଁ ସେ ନ୍ୟୁଡ ଫଟୋ ଶୁଟ କରିଥିଲେ ଏ ନେଇ ତାଙ୍କ ବିରୋଧରେ ଅନେକ ସ୍ଥାନରେ ମାମଲା ରୁଜୁ ହୋଇଥିଲା । ଅଗଷ୍ଟ ୨୨ରେ ହାଜର ହେବାକୁ ତାଙ୍କୁ ନୋଟିସ ଜାରୀ କରା ଯାଇଥିଲା । ଆଜି ପୋଲିସ ତାଙ୍କ ଘରେ ନୋଟିସ ଦେବାକୁ ଯାଇଥିବା ବେଳେ ରଣବୀର ଘରେ ନ ଥିଲେ । ରଣବୀରଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ସମର୍ଥନ ମିଳିଥିଲେ ମଧ୍ୟ ସଭ୍ୟ ସମାଜରେ ଏହା ଗ୍ରହଣୀୟ ନୁହେଁ ବୋଲି ଅନେକ ବ୍ୟକ୍ତି ମତ ରଖିଥିଲେ । ଏହି ଫଟୋଶୁଟ ପରୋକ୍ଷରେ ମହିଳାମାନଙ୍କ ସ୍ୱାଭିମାନକୁ ଅପମାନିତ କରିଛି ବୋଲି ବିଭିନ୍ନ ସଂଗଠନ ଯୁକ୍ତି ବାଢ଼ିଛନ୍ତି ।
BREAKING NEWS
- ଓଡ଼ିଶା ରାଜ୍ୟ ଆଇନ ଆୟୋଗଙ୍କ ବାର୍ଷିକ ରିପୋର୍ଟ ଓ ନୂତନ ୱେବ୍ସାଇଟ୍ ଉନ୍ମୋଚିତ
- ଲସ୍କର-ଏ-ତୈବାର ଏକ ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲ୍ର ପର୍ଦ୍ଦାଫାସ୍, ୫ ଗିରଫ
- ଗିରଫ ହେଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର
- ରଗବୀ: ୧୭ ବର୍ଷରୁ କମ ବାଳିକା ବର୍ଗରେ ଓଡ଼ିଶା, ବାଳକ ବର୍ଗରେ ବିହାର ବିଜେତା
- ଆଇପିଏଲ: ପ୍ରତ୍ୟେକ ସିଜନରେ ଫ୍ରାଂଚାଇଜରଙ୍କ ହେଉଛି ୨୪୦୦ କୋଟି କ୍ଷତି !
- ପାକିସ୍ତାନକୁ ରାଜନାଥ ସିଂହଙ୍କ କଡା ବାର୍ତ୍ତା, ‘ଯଦି ତୁମେ ପଶ୍ଚିମବଙ୍ଗ ଆଡକୁ ନଜର ପକେଇବ, ତେବେ ତୁମକୁ….
- ଆଜି ରାତିରେ ଏକ ସଭ୍ୟତାର ଅନ୍ତ ହେବ, ୪୭ ବର୍ଷର ହିଂସାର ଅନ୍ତ ହେବ… ଇରାନକୁ ଟ୍ରମ୍ପଙ୍କ ଧମକ
- ମ୍ୟାଚ ଫିକ୍ସିଂ: ବାଂଲାଦେଶର ୭ ଖେଳାଳି ବାସନ୍ଦ
- ପଶ୍ଚିମବଙ୍ଗରେ ଭୋଟ ଆଗରୁ ବାଦ ପଡିଲେ ୯୦ ଲକ୍ଷ ଭୋଟର
- ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା
Comments are closed.