Latest Odisha News

BREAKING NEWS

ମସ୍କୋ ଅନ୍ତର୍ଜାତୀୟ ଚିତ୍ର ମହୋତ୍ସବରେ ଓଡ଼ିଆ ଚିତ୍ର ‘ଏଡିୟୁ ଗୋଡାର୍ଡ’

ଭୁବନେଶ୍ୱର : ଆସନ୍ତା ୨୨ ରୁ ୨୯ ଯାଏଁ ହେବାକୁ ଥିବା ୪୩ ତମ ମସ୍କୋ ଅନ୍ତର୍ଜାତୀୟ ଚିତ୍ର ମହୋତ୍ସବରେ ଓଡ଼ିଆ ଚିତ୍ର ‘ଏଡିୟୁ ଗୋଡାର୍ଡ’ ସ୍ଥାନ ପାଇଛି।ଏହି ଚିତ୍ରଟି ଫରାସୀ ଚିତ୍ର ନିର୍ମାତା ଗୋଡାର୍ଡ ଉର୍ଦ୍ଦେଶରେ ଉତ୍ସର୍ଗୀକୃତ କରାଯାଇଛି।

ସ୍ବସ୍ତିକ ବ୍ୟାନରରେ ନିର୍ମିତ ହୋଇଥିବା ଏହି ଚିତ୍ରକୁ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦେଶନା ଦେଇଛନ୍ତି। ଏହି ଚିତ୍ରରେ ବିଭିନ୍ନ ଭୂମିକାରେ ଚୌଧୁରୀ ବିକାଶ ଦାସ, ସ୍ୱସ୍ତିକ ଚୌଧୁରୀ, ଶଙ୍କର ବସୁ ମଲ୍ଲିକ , ସୁଦର୍ଶୀ ମଧୁସ୍ମିତା, ଅଭିଷେକ ଗିରି , ଶ୍ୱେତପଦ୍ମା ଶତପଥୀ , ସନ୍ଦୀପ ବଳ, ଓ ସୁମିତ ପଣ୍ଡା ଅଭିନୟ କରିଛନ୍ତି।

Leave A Reply

Your email address will not be published.