ଖୋର୍ଦ୍ଧା : ଆଜି ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ଜୀବନ ଯାଇଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିକଟ ଭୁଇଁପୁର ଛକରେ ଏଭଳି ଦୁଃଖଦ ଘଟଣା ଘଟିଛି । ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ବାଇକ୍ ଆରୋହୀ ହୋଇଥିବାବେଳେ ଅନ୍ୟ ଜଣେ ମହିଳା ବୋଲି ଜଣାପଡିଛି । ବାଇକ୍ ଆରୋହୀଙ୍କ ପରିଚୟ ମିଳିନାହିଁ। ଆହତ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବେଗୁନିଆ ପୋଲିସ ପହଁଚି ଆହତମାନଙ୍କୁ ହସପିଟାଲରେ ଭର୍ତି କରିଥିଲା ।
BREAKING NEWS
- Trump says Iran has 48 hours:”ସମୟ ସୀମା ଶେଷ ହେବାକୁ ଯାଉଛି, ୪୮ ଘଣ୍ଟା ପରେ ବିନାଶ ଆରମ୍ଭ ହେବ…”, ଟ୍ରମ୍ପଙ୍କ ଇରାନକୁ ଧମକ
- ୩୧ କିଲୋ ଗଞ୍ଜେଇ ସହ ୪ ନିଶା ବେପାରୀ ଗିରଫ
- Brown Sugar Seized:ଶାଗୁଆନ ଜଙ୍ଗଲରେ ଚଢ଼ାଉ…୫୨ ଗ୍ରାମ ବ୍ରାଉନସୁଗାର ଓ ୬ଟି ଗାଡ଼ି-ନଗଦ ଟଙ୍କା ଜବତ
- Panchayat election: ପ୍ରତି ଜିଲ୍ଲା ବୁଲିବେ ବିଜେଡି ସୁପ୍ରିମୋ ନବୀନ…କାମ ଆରମ୍ଭ କରିଦେଲେଣି ନେତା
- ଯାତ୍ରା ଦେଖିବାକୁ ଯାଇଥିଲେ ଗ୍ରାମବାସୀ… ୪ ଘରୁ ଲୁଟେରା ଲୁଟିନେଲେ ୬୦ଲକ୍ଷରୁ ଅଧିକ ସୁନା
- ୧୭ରୁ ୪୫ ବର୍ଷ ପୁରୁଷଙ୍କୁ ଜର୍ମାନୀ ବାହାରକୁ ଯିବା ମନା !
- ‘ପୂର୍ବତଟ ରେଳପଥକୁ ଦୂର୍ବଳ କରିବା ପାଇଁ କେନ୍ଦ୍ର ସରକାରଙ୍କ ଓଡ଼ିଶା ବିରୋଧୀ ନୀତିକୁ ବରଦାସ୍ତ କରାଯିବ ନାହିଁ’
- ୨୦୨୮ରେ ଆୟୋଜନ କରିବା ପାଇଁ ଓଡିଶା ପ୍ରସ୍ତୁତ, କାଉଣ୍ଟଡାଉନ୍ ଆରମ୍ଭ
- ବିଶ୍ୱବିଦ୍ୟାଳୟରେ ୧୪ ଶହ ପଦବୀ ପୂରଣ ହେବ, କୁଳପତି ନିଯୁକ୍ତି ଚୂଡାନ୍ତ ପର୍ଯ୍ୟାୟରେ… :ଉଚ୍ଚ ଶିକ୍ଷା ମନ୍ତ୍ରୀ
- କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ
Comments are closed.