Latest Odisha News

ସଂସଦରେ ସମ୍ବଲପୁରୀ ମାସ୍କ ବିତରଣ କଲେ ବରଗଡ଼ ସାଂସଦ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ବରଗଡ ସାଂସଦ ସୁରେଶ ପୂଜାରୀ ସାଂସଦରେ ସାମ୍ବଲପୁରୀ ମାସ୍କ ବିତରଣ କରି ସାଂସଦମାନଙ୍କଠାରୁ ପ୍ରଶଂସା ସାଉଁଟିଛନ୍ତି।

ଏନେଇ କଂଗ୍ରେସ ସାଂସଦ ସୁପ୍ରିୟା ସୁଲେ ଟୁଇଟ୍ କରି ସୁରେଶଙ୍କୁ ଧନ୍ୟବାଦ ଜଣାଇଛନ୍ତି…

ଏନେଇ ସୁରେଶ କହିଛନ୍ତି ଯେ, “ଭାରତ ବର୍ଷର ଲୋକସଭା ସଦନରେ ସାଂସଦ ମନଙ୍କୁ ବରଗଡ଼ ର ବୟନିକା ଡ଼ାଇରେକ୍ଟର ଶ୍ରୀ ସଞ୍ଜୟ ମେହେରଙ୍କ ନିର୍ମିତ ସମ୍ବଲପୁରୀ ମାସ୍କ ଉପହାର କରିଥିଲି । ଆମ ଅଞ୍ଚଳର ପାରମ୍ପାରିକ ହସ୍ତତନ୍ତ ସାମଗ୍ରୀକୁ ଭାରତ ବର୍ଷର ସର୍ବଶ୍ରେଷ୍ଠ ପଂଚାୟତରେ ପ୍ରଚାର କରି ଭାରତର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଏକ ଛୋଟ ପ୍ରୟାସ”।

Comments are closed.