ଭୁବନେଶ୍ୱର : ଭାରତୀୟ ଅଡିଟ ଓ ଆକାଉଣ୍ଟସ ସେବାର ବରିଷ୍ଠ ଅଧିକାରୀ ତଥା ଓଡ଼ିଶାର ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ଅନନ୍ତ କିଶୋର ବେହେରାଙ୍କର ଆଜି ରାତିରେ ସ୍ଥାନୀୟ ଅଖିଳ ଭାରତୀୟ ଆୟୁ ବିଜ୍ଞାନ ସଂସ୍ଥାନ (ଏମ୍ସ ) ରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା । ସେ ଫୁସଫୁସ ଜନିତ ସଂକ୍ରମଣରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ବଡ଼ ଭାଇ ବିଷ୍ଣୁ ଚରଣ ବେହେରା, ପତ୍ନୀ ଜୟଶ୍ରୀ ପରିଡା ଉପସ୍ଥିତ ଥିଲେ । ଦେହାନ୍ତ ଖବରପାଇ ପ୍ରଧାନ ମହାଲେଖାକାର ଅଡିଟ ରାଜ କୁମାର, ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନ, ବରିଷ୍ଠ ଉପ-ମହଲେଖାକର ଦୀପକ ରଘୁ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ପହଞ୍ଚିଥିଲେ । ସେ କଟକ ଜିଲ୍ଲା ମାହାଙ୍ଗା ନିକଟବର୍ତ୍ତୀ କୁଆଁପାଳ କୁହୁଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।
BREAKING NEWS
- Naxal dump:ଜଙ୍ଗଲରୁ ମାଓ ଡମ୍ପ୍ ଠାବ; ୭୬ଟି ଜୀବନ୍ତ ଗୁଳି ସମେତ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ
- Odisha SIR ends:ଓଡ଼ିଶାରେ ଶେଷ ହେଲା SIR,.ବାଦ ପଡିଲେ ଏତିକି ଭୋଟର…
- Heavy rainfall alert:ଏହି ଜିଲ୍ଲାରେ ୨୪ ଯାଏଁ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି;ଭୂସ୍ଖଳନ ଭୟ ଥିବା ଅଞ୍ଚଳ ଉପରେ ନଜର
- ଏସିଆନ୍ ଗେମ୍ସ ୨୦୨୬ ପାଇଁ ଭାରତୀୟ ମହିଳା ରଗ୍ବୀ ଟିମ୍ ଘୋଷଣା: ଓଡ଼ିଶାର ୪ ଜଣ ଖେଳାଳି ସାମିଲ
- କୋହଲି, ରୋହିତ ଓ ହାର୍ଦ୍ଦିକଙ୍କୁ ପଛରେ ପକାଇବେ ୩ ଭାରତୀୟ
- Light gate Collapsed :ବିଶ୍ୱକର୍ମା ପୂଜାରେ ଅଘଟଣ, କାର ଉପରେ ଭାଙ୍ଗି ପଡ଼ିଲା ଲାଇଟ୍ ଗେଟ୍
- ଶିକ୍ଷକଙ୍କ ସମସ୍ୟା; ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଲେ ଅଶୋକ ତ୍ରିପାଠୀ କମିଟି
- ଏକା ସାଙ୍ଗରେ ଜଳିଲା ୭ଜଣଙ୍କ ଜୁଇ
- ମମତାଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି: ବ୍ୟବହାର କରିପାରିବେ ଫ୍ରିଜ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ
- ୨୦୨୩ରୁ ବିସିସିଆଇ, ଅଗରକରଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ମତଭେଦ

Comments are closed.