Latest Odisha News

BREAKING NEWS

କରୋନା ମୁକାବିଲା: ଗୀତ ଗାଇ ଲୋକଙ୍କୁ ସଚେତନତା କରାଇଲେ ଭବାନୀପାଟଣା ଥାନା ଅଧିକାରୀ

ଭବାନୀପାଟଣା: ସୋସିଆଲ ମିଡିଆରେ ଭାଇରଲ ହେଉଛି ଭବାନୀପାଟଣା ଥାନା ଅଧିକାରୀଙ୍କ କରୋନା ସଚେତନା ଗୀତ । ଭବାନୀପାଟଣା ଥାନା ଅଧିକାରୀ ଗାଇଥିବା ଏହି କରୋନା ସଚେତନତା ଗୀତଟି ଲୋକନୃତ୍ୟ ବିଶିଷ୍ଟ ଅଟେ ।

ଭବାନୀପାଟଣା ପୋଲିସ୍ ଷ୍ଟେସନ ଆଇଆଇସି ସତ୍ୟ ନନ୍ଦଙ୍କ ଦ୍ୱାରା ରେକର୍ଡ ହୋଇଥିବା ଏହି ଗୀତଟିରେ ରହିଛି, ସାମାଜିକ ଦୂରତା ବଜାୟ ରଖିବା ଏବଂ ମାସ୍କ ବ୍ୟବହାର କରିବା ଏବଂ ନିଜ ପରିବାରର ସୁରକ୍ଷା ପାଇଁ ଘର ଭିତରେ ରହିବା ଭଳି ଅନେକ ସତର୍କ ବାର୍ତ୍ତା।

Comments are closed.