Latest Odisha News

BREAKING NEWS

ରାଜ୍ୟରେ ୪୭୭ ନୂଆ ସଂକ୍ରମିତ ଚିହ୍ନଟ; ୭୪ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଖସୁଛି ଦୈନିକ କରୋନା ମାମଲା। ଗତ ୨୪ ଘଣ୍ଟାରେ ୪୭୭ଟି କରୋନା ମାମଲା ରିପୋର୍ଟ ହୋଇଛି। ସେଥିରୁ ୧୮ ବର୍ଷ ଭିତରେ ୭୪ ଜଣ ଛୁଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୭୮ ଜଣ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ଲୋକାଲ୍‌ କେସ୍‌ ରହିଛି ୧୯୯।

ସେହିପରି ଅନୁଗୁଳରୁ ୫, ବାଲେଶ୍ବରରୁ ୨୬, ଭଦ୍ରକରୁ ୭, ବଲାଙ୍ଗୀରରୁ ୧, କଟକରୁ ୬୨, ଦେଓଗଡରୁ ୧, ଢେଙ୍କାନାଳରୁ ୮, ଗଞ୍ଜାମରୁ ୨, ଜଗତସିଂହପୁରରୁ ୨୩, ଯାଜପୁରରୁ ୧୬, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୭, କେନ୍ଦ୍ରପଡାରୁ ୪, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୨୦୦, କୋରାପୁଟରୁ ୪, ମୟୁରଭଞ୍ଜରୁ ୨୩, ନୟାଗଡରୁ ୨, ପୁରୀରୁ ୧୬, ସମ୍ବଲପୁରରୁ୧୧, ସୋନପୁରରୁ ୨, ସୁନ୍ଦରଗଡରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.