ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୫ଟି ସ୍କୁଲରେ ଚାଲିଛି କରୋନା ସନ୍ଦିଗ୍ଧଙ୍କ ସ୍ୱାବ ନମୂନା ସଂଗ୍ରହ । ଆସନ୍ତା ୧୭ ତାରିଖ ଯାଏଁ ସନ୍ଦିଗ୍ଧଙ୍କ କୋଭିଡ-୧୯ ଟେଷ୍ଟ ପାଇଁ ନମୂନା ସଂଗ୍ରହ କରିବ ମେଡିକାଲ ଟିମ୍ । ତେବେ ଆଜିଠାରୁ ହିଁ ଏହି କାମ ଆରମ୍ଭ ହୋଇଛି ।
ଭୁବନେଶ୍ୱରର ୫ଟି ସ୍କୁଲ ଝାରପଡା ପ୍ରାଇମେରୀ ସ୍କୁଲ, ଚନ୍ଦ୍ରଶେଖରପୁରର ସରକାରୀ ହାଇସ୍କୁଲ, ଗଣ୍ଡମୁଣ୍ଡା ହାଇସ୍କୁଲ ଓ ନୟାପଲ୍ଲୀ ମମତାଜ ଅଲି ହାଇସ୍କୁଲରୁ ନମୂନା ସଂଗ୍ରହ କରାଯାଉଛି । କୋଭିଡ-୧୯ ଟେଷ୍ଟ ପାଇଁ ଦିନ ୯ଟାରୁ ୧୨ ଓ ୩ଟାରୁ ୫ ଯାଏଁ ସ୍କୁଲ ଖୋଲା ରହିବ । ଏହି ସମୟରେ ସ୍କୁଲର ଦୁଇ ଜଣ ଶିକ୍ଷକ, ସଫେଇ କର୍ମଚାରୀ, ଜଗୁଆଳି ପ୍ରମୁଖ ଉପସ୍ଥିତ ରହିବେ ।
BREAKING NEWS
- ହିରୋ ପାଇଲଟ୍ ସ୍ମିତ ମଛାରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା ‘ଅର୍ଣ୍ଣବ
- ମାଗଣା ଶିକ୍ଷାଦାନ ଯୋଜନା; UG ଛାତ୍ରଛାତ୍ରୀଙ୍କୁ ୬୯ କୋଟି ଫେରାଇଲେ ସରକାର…
- କିଟ୍ ଓ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର ମଧ୍ୟରେ MoU ସ୍ଵାକ୍ଷରିତ
- ବେଦାନ୍ତ ଆଲୁମିନିୟମର ଦ୍ୱିତୀୟ ତ୍ରୈମାସିକ ଫଳାଫଳ ଘୋଷଣା: ଲାଭ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇ ୬,୧୮୭ କୋଟି
- ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ
- ଜାପାନରେ ବଦଳୁଛି ଶତାବ୍ଦୀର ପୁରୁଣା ଅନ୍ତିମ ସଂସ୍କାର ପରମ୍ପରା: ଗଛ ତଳେ ପୋତାଯାଉଛି ଅସ୍ଥି
- ୨୦୨୭ ସୁଦ୍ଧା ଭୁବନେଶ୍ୱରରେ ହେବ ୩୨,୦୦୦ ପିଏନଜି ଗ୍ୟାସ ସଂଯୋଗ: ସାଂସଦ ଅପରାଜିତା ଷଡ଼ଙ୍ଗୀ
- ବାତ୍ୟା ପରେ ଡରାଉଛି ଆଉ ଏକ ଲଘୁଚାପ…
- ଓଡ଼ିଶାର ୫ ସହରରେ ବାୟୁ ପ୍ରଦୂଷଣ ଚିନ୍ତାଜନକ, ୩୦୦ ପାର୍ କରୁଛି ଏକ୍ୟୁଆଇ

Comments are closed.