Latest Odisha News

ୱେବ୍‌ସାଇଟ ଜରିଆରେ ଚାଷୀଙ୍କ ପାଇଁ ସୃଷ୍ଟି ହେବ ବଜାର

ଭୁବନେଶ୍ୱର: ଚାଷୀଙ୍କ ପନିପରିବା ବିକ୍ରି ପାଇଁ ଆରମ୍ଭ ହୋଇଛି ଅଭିନବ ଉଦ୍ୟମ । ବିକ୍ରି ଯୋଗ୍ୟ ପନିପରିବାକୁ ବଜାରକୁ ଆଣିବାକୁ କୃଷି ବିଭାଗ ଆରମ୍ଭ କଲା ନୂଆ ୱେବ ସାଇଟ। odihortmarketing.nic.in ୱେବସାଇଟ ମାଧ୍ୟମରେ ଚାଷୀଙ୍କ ପାଇଁ ବଜାର ସୃଷ୍ଟି ହେବ।
ସାରା ଓଡ଼ିଶାର ୧୫୦୦ ରୁ ଅଧିକ ବ୍ୟବସାୟୀ ଏଥିରେ ନାଁ ପଞ୍ଜିକରଣ କରିଛନ୍ତି। ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ଏଥିରେ ଡାଟା ଅପଲୋଡ଼ କରିବେ। କେଉଁ ଅଂଚଳରେ କେତେ ପରିବା ଉତ୍ପାଦନ ହେଉଛି ତାର ତଥ୍ୟ ଏଥିରେ ରହିବ ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

Leave A Reply

Your email address will not be published.