ଭୁବନେଶ୍ବର: ରାଜ୍ୟ ସରକାର ଓଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ରାଜ୍ୟର ୧୩୯ ଜଣ ଓଏଏସ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି ଓ ପୋଷ୍ଟିଂ କରାଯାଇଛି । ବିଜ୍ଞପ୍ତି ଅନୁସାରେ ୧୪ ତାରିଖରୁ ସେମାନେ ରିଲିଭ ନେଇପାରିବେ ଏବଂ ଯଥାଶୀଘ୍ର ନୂଆ ସ୍ଥାନରେ ଯୋଗ ଦେବାକୁ କୁହାଯାଇଛି ।
Comments are closed.