ଭୁବନେଶ୍ୱର: ରାତି ପାହିଲେ ରଙ୍ଗର ପର୍ବ ହୋଲି । ତେବେ ଏହା ପୂର୍ବରୁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଭାରତରେ କରୋନା ଭାଇରସ ଭୟ ଲାଗି ରହିଥିବାରୁ ଓଡ଼ିଶାରେ ସଚେତନତା ପାଇଁ ହୋଲି ଖେଳକୁ ନେଇ ପରାମର୍ଶ ଜାରି କରିଛନ୍ତି । ମୁହଁରେ ରଙ୍ଗ ବୋଳିବାକୁ ସେ ମନା କରିଛନ୍ତି । ଏଥିସହ ଆଲିଙ୍ଗନ କିମ୍ବା ହାତ ନ ମିଳାଇବା ପାଇଁ ମଧ୍ୟ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ।
କେବଳ ସେତିକି ନୁହେଁ କୌଣସି ସ୍ଥାନରେ ଏକାଠି ଗାଧାନ୍ତୁ ନାହିଁ । ଥଣ୍ଡା, ଛିଙ୍କ ଓ ସର୍ଦ୍ଧି ଥିଲେ ହୋଲି ଖେଳନ୍ତୁ ନାହିଁ । ଖୁସିର ପର୍ବକୁ ମନା ନାହିଁ ତେଣୁ ଏହାକୁ ଘରେ ରହି ଖେଳନ୍ତୁ ବୋଲି ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି ।
BREAKING NEWS
- Jasprit Bumrah: ମିଶନ ୨୦୨୭ – ବୁମରାଙ୍କ ବଡ଼ ନିଷ୍ପତ୍ତି !
- ଟି୨୦ ବିଶ୍ୱକପ ପରେ ଟ୍ରେନରେ ଲୁଚି କରି ଘରକୁ ଗଲେ ଏହି ଷ୍ଟାର ଖେଳାଳି
- LPG Fuel Made: କେଉଁ ଦେଶ ସବୁଠାରୁ ଅଧିକ ଉତ୍ପାଦନ କରେ LPG? କେମିତି ତିଆରି ହୁଏ ରନ୍ଧନ ଗ୍ୟାସ୍?
- ସ୍ୱଦେଶ ଫେରିବା ଆରମ୍ଭ କଲେ ୱେଷ୍ଟଇଣ୍ଡିଜ ଖେଳାଳି
- ଏଣିକି ପ୍ରତି ଜିଲ୍ଲାରେ ହେବ ପୁସ୍ତକ ମହୋତ୍ସବ
- Suspended: ମଦ ପିଇ ଆସିଥିଲେ ଅଫିସ୍…୩ ତହସିଲ କର୍ମଚାରୀଙ୍କୁ ନିଲମ୍ୱନ କଲେ ଜିଲ୍ଲାପାଳ
- Hotter Months Ahead: ଆକାଶରୁ ହେବ ଅଗ୍ନି ବର୍ଷା! ଭାରତକୁ କଲବଲ କରିପାରେ ଗରମ ମାସ…WMO କରାଇଲା ସତର୍କ
- ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇ ୩ କର୍ମଚାରୀ ବହିଷ୍କୃତ
- ଗୁପ୍ତଚର ଅଭିଯୋଗରେ ଭାରତୀୟ ନୌସେନାର ଜଣେ ଯବାନ ଗିରଫ, ISIକୁ ଦେଉଥିଲା ସମ୍ବେଦନଶୀଳ ସୂଚନା
- ଜଗତସିଂହପୁର ଜିଲ୍ଲାର ୬୯ ମଣ୍ଡି ନୋଡାଲ ଅଫିସରଙ୍କ ଦରମା ବନ୍ଦ
Comments are closed.