ଭୁବନେଶ୍ବର : ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀରେ ପୁଞ୍ଜି ନିବେଶ କରିବା ପାଇଁ ନିବେଶକଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ବିଦେଶର ବିଶିଷ୍ଟ ପୁଞ୍ଜିପତିଙ୍କୁ ଭେଟି ରାଜ୍ୟରେ ନିବେଶ ପାଇଁ ବୁଝାଉଛନ୍ତି । ଓଡ଼ିଶାକୁ ଆସି ପୁଞ୍ଜି ନିବେଶ କରିବା ପାଇଁ ନିମନ୍ତ୍ରଣ କରିବା ସହ ଓ୍ବାନ ଟୁ ଓ୍ବାନ ଆଲୋଚନା ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଧ୍ୟାହ୍ନରୁ ନିବେଶକଙ୍କୁ ଭେଟି ଆଲୋଚନା ଚଲାଇଛନ୍ତି । ଆଜି 40ଟି ମିଟିଂ କରିଥିବା ବେଳେ 350 ଡେଲିଗେଟସଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଥିବା ଜଣାପଡ଼ିଛି ।
Pleasure meeting Shri Rameshwar J Rao, Executive Chairman of Maha Cement at #OdishaInvestorsMeet 2022 in #Hyderabad. Discussed further expansion of the company’s existing footprint & the huge opportunities available in construction sector in #Odisha. #MakeInOdisha pic.twitter.com/GXCRIxRizO
— Naveen Patnaik (@Naveen_Odisha) October 17, 2022
ସବୁଠୁ ବଡ଼ କଥା ହେଉଛି ଜଣ ଜଣ କରି ଶିଳ୍ପପତିଙ୍କୁ ସେ ଓଡ଼ିଶାରେ ନିବେଶ କରିବା ପାଇଁ କଣ ସୁବିଧା ରହିଛି ତା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରୁଛନ୍ତି । ସଂଧ୍ୟା ପର୍ଯ୍ୟନ୍ତ ମଧ୍ୟ ଏହି ଆଲୋଚନା ଚାଲିଥିବା ଦେଖିବାକୁ ମିଳିଛି । ଓଡ଼ିଶା ନିବେଶକ ସମ୍ମିଳନୀରେ ବିଭିନ୍ନ କମ୍ପାନିର ସିଇଓ ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭେଟୁଛନ୍ତି ଓ ଆଲୋଚନା କରୁଛନ୍ତି ।
Pleasure meeting Shri K Veerbhadra Rao, CMD, Sandhya Aqua at #OdishaInvestorsMeet 2022 in #Hyderabad. Highlighted the incentives offered as per #Odisha Food Processing Policy. Food processing is a focus sector for Odisha & invited him to explore huge #InvestInOdisha opportunities pic.twitter.com/8f3cejf8WJ
— Naveen Patnaik (@Naveen_Odisha) October 17, 2022
Glad to meet Shri N V Ramana, CMD of Neptunus Ship Builders & Recyclers at #OdishaInvestorsMeet 2022 in #Hyderabad. Discussed the immense business opportunities available in metal downstream sector in #Odisha and invited him to #MakeInOdishaConclave2022. pic.twitter.com/KmnQo2qn5Z
— Naveen Patnaik (@Naveen_Odisha) October 17, 2022
ଆସନ୍ତା ନଭେମ୍ବର ମାସରେ ଭୁବନେଶ୍ବରରେ ହେବାକୁ ଥିବା ମେକ ଇନ ଓଡ଼ିଶା ସମ୍ମିଳନୀକୁ ଆସିବାକୁ ସମସ୍ତଙ୍କୁ ନିମନ୍ତ୍ରଣ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ଭାରତ ବାୟୋଟେକର ଅଧ୍ୟକ୍ଷ ଡ.କ୍ରିଷ୍ଣା ଏଲା, ରାମକି ଗ୍ରୁପର ଏମଡି ଓ୍ବାଇଆର. ନାଗରାଜା, ଶ୍ରୀମଲାନି ଫୋମ୍ସର ଅଧ୍ୟକ୍ଷ ପୁରୁଷୋତ୍ତମ ମଲାନି, ଦିବ୍ୟଶକ୍ତି ଇଣ୍ଡିଆର ଅଧ୍ୟକ୍ଷ ରବୀନ୍ଦ୍ର ଅଗ୍ରଓ୍ବାଲ, ଡେଲଏଟ ଇଣ୍ଡିଆର ଏମଡି ଏମ.ଭେଙ୍କଟରାମ, ସାନିଭିରା ଇଣ୍ଡଷ୍ଟ୍ରିଜର ଏମଡି ଓ୍ବାଇ.ରାଜୀବ ରେଡ୍ଡୀ, ଆରନ କ୍ୟାପିଟାଲର ଅଧ୍ୟକ୍ଷ ଡେଭିଡ୍ ଓଲଫ, କଣ୍ଟ୍ରୋଲ-ଏସ ଡାଟାସେଣ୍ଟରର ସିଏମଡି ପିଏସ ରେଡ୍ଡୀ , ମାଇକ୍ରୋସଫ୍ଟ ଇଣ୍ଡିଆର ଏମଡି ରାଜୀବ କୁମାର, ଓରାକଲ ଇଣ୍ଡିଆର ଏମଡି ଶୈଳେନ୍ଦ୍ର କୁମାରଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ଜଣାପଡିଛି । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଅନୁକୂଳ ବ୍ୟବସାୟିକ ବାତାବରଣ ରହିଥିବା ଶିଳ୍ପପତିଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି ।
Glad to meet @DrKrishnaElla Chairman of @BharatBiotech at #OdishaInvestorsMeet2022 in #Hyderabad, the curtain raiser event for #MIO2022 Conclave. Discussed the proposed vaccine manufacturing plant in #Bhubaneswar & highlighted #Odisha’s conducive environment to #InvestInOdisha. pic.twitter.com/HVfXQ0zbu0
— Naveen Patnaik (@Naveen_Odisha) October 17, 2022
Glad to meet Shri Y R Nagaraja, MD of Ramky Group at #OdishaInvestorsMeet 2022 in #Hyderabad, the curtain raiser event for #MIO2022 conclave. Discussed further expansion of the company’s existing footprint & immense opportunities available in #Odisha. #MIO2022 pic.twitter.com/DCZ42wNXRM
— Naveen Patnaik (@Naveen_Odisha) October 17, 2022
It is a pleasure meeting Shri Sandip Patnaik, MD of @JLLIndia at #OdishaInvestorsMeet 2022 in #Hyderabad. Highlighted the incentives offered by #Odisha as per the #Odisha Real Estate Policy & highlighted huge business opportunities available in realty sector here. #InvestInOdisha pic.twitter.com/LisHCU5ewO
— Naveen Patnaik (@Naveen_Odisha) October 17, 2022
Glad to meet Shri M Prabhakar Rao, Chairman of NSL Group at #OdishaInvestorsMeet 2022 in #Hyderabad. Highlighted that chemical is a focus sector of #Odisha and conducive business environment makes the state an attractive destination for #InvestInOdisha. pic.twitter.com/0QOyQgJp1u
— Naveen Patnaik (@Naveen_Odisha) October 17, 2022
Comments are closed.