Latest Odisha News

BREAKING NEWS

ଲକଡାଉନରେ ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ୱର: ଲକଡାଉନ ସମୟରେ ଆହାର କେନ୍ଦ୍ର ଗୁଡିକ ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆହାର କେନ୍ଦ୍ର ଗୁଡିକରେ ବସି ଖାଇବା ସମ୍ପୂର୍ଣ୍ଣ ନିଷେଧ। ହେଲେ ବ୍ୟକ୍ତି ମାନେ ଘରକୁ ନେଇପାରିବେ।

ରାଜ୍ୟ ସରକାରଙ୍କ ଆହାର ଯୋଜନା ଅନୁଯାୟୀ ଗରିବ ଏବଂ ଅଭାବୀ ଲୋକଙ୍କୁ ୫ ଟଙ୍କା ମୂଲ୍ୟରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।

Leave A Reply

Your email address will not be published.