Latest Odisha News

BREAKING NEWS

ଉତ୍କଳ ଦିବସ: କେଉଁ ଜିଲ୍ଲାରେ କେଉଁ ମନ୍ତ୍ରୀ ଯୋଗ ଦେବେ ଜାଣନ୍ତୁ…

ଭୁବନେଶ୍ୱର: ୧୯୩୬ ମସିହା ଏପ୍ରିଲ ୧ ତାରିଖକୁ ଉତ୍କଳ ଦିବସ ଭାବେ ସାରା ରାଜ୍ୟରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ତଦନୁଯାୟୀ, ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ଉତ୍କଳ ଦିବସ ପାଳନ ଅବସରରେ ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ଦୁଇଜଣ ବିଧାୟକ ଏବଂ ଦୁଇ ମନ୍ତ୍ରୀ ଭାବେ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ରଘୁନନ୍ଦନ ଦାସ ଯୋଗଦେବାର କାର‌୍ୟ୍ୟକ୍ରମ ରହିଛି।

ସେହିପରି ଆଉ କେଉଁଠି କେଉଁ ମନ୍ତ୍ରୀ ସାମିଲ ହେବେ ଜାଣନ୍ତୁ…

ପ୍ରେମାନନ୍ଦ ନାୟକ- ବରଗଡ
ସୁଶାନ୍ତ ସିଂ- ବାଲାଙ୍ଗୀର
ବିକ୍ରମ କେଶରୀ ଆରୁଖ- କଟକ
ଟୁକୁନି ସାହୁ- ଦେଓଗଡ
ଦିବ୍ୟା ଶଙ୍କର ମିଶ୍ର- ଢେଙ୍କାନାଳ
ଜଗନ୍ନାଥ ସାରକା-ଗଜପତି
ପ୍ରଫୁଲ୍ଲ ମଲ୍ଲିକ- ଗଞ୍ଜାମ (ବ୍ରହ୍ମପୁର)
ପଦ୍ମନାଭ ବେହେରା- ଯାଜପୁର
ଅରୁଣ କୁମାର ସାହୁ- ସମ୍ବଲପୁର
ସୁଦାମ ମାରାଣ୍ଡି- ସୋନପୁର
ନିରଂଜନ ପୂଜାରୀ- ରାଉରକେଲା
ରଣେନ୍ଦ୍ର ପ୍ରତାପ ସ୍ଵାଇଁ- ପୁରୀ
ପ୍ରତାପ ଜେନା- ମୟୂରଭଞ୍ଜ
ସମୀର ରଂଜନ ଦାଶ- କେନ୍ଦୁଝର
ନବ କିଶୋର ଦାସ- କଳାହାଣ୍ଡି
ପଦ୍ମିନୀ ଦିଆନ୍- କୋରାପୁଟ
ତୁଷାର କାନ୍ତି ବେହେରା- ମାଲକାନଗିରି

Leave A Reply

Your email address will not be published.