Latest Odisha News

BREAKING NEWS

୮୫୩ଟି ଜୋନରୁ ବିଜେଡି ୫୫୦ଟି ଜୋନରେ ଆଗୁଆ

ଭୁବନେଶ୍ୱର : ଦ୍ୱିତୀୟ ଦିନର କାଉଣ୍ଟିଂ ଜାରି  । ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ସନ୍ଧ୍ୟା ୬ଟା ୨୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ୮୫୩ଟି ଜୋନରୁ ବିଜେଡି ୫୫୦ଟି ଜୋନରେ ଆଗୁଆ ରହିଛି, ବିଜେପି ୩୩ ଏବଂ କଂଗ୍ରେସ ୩୦ ଜୋନରେ ଆଗୁଆ ରହିଛି ।

ସେହିପରି ୭ଟି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି ।

Comments are closed, but trackbacks and pingbacks are open.