ଭୁବନେଶ୍ୱର: ରାଜ୍ୟରେ ୧୧ ହଜାର ଉପରେ ରହିଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୬୦୭ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୬୭୨୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୮୭୯ଟି । ୧୮ ବର୍ଷ ଭିତରେ ଆଉ ୯୯୧ ଜଣ ପଜିଟିଭ୍ ବାହାରିଛନ୍ତି । ୨୩ ଜିଲ୍ଲାରେ ଶହେ ଉପରେ ରହିଛି ଦୈନିକ କରୋନା କେସ୍ ।
Covid-19 Report For 18th Jan
New Positive Cases: 11607
Of which 0-18 years: 991
In quarantine: 6728
Local contacts: 4879(Details of local contacts will be shared by concerned District)
1. Angul: 185
2. Balasore: 305
3. Bargarh: 145
4. Bhadrak: 153
5. Balangir: 229— I & PR Department, Odisha (@IPR_Odisha) January 19, 2022
ଖୋର୍ଦ୍ଧାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ପାର କରିଛି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୪୩୪୭ ପଜିଟିଭ୍ । ସୁନ୍ଦରଗଡ଼ରୁ ୧୨୧୯, କଟକରୁ ୮୯୮, ସମ୍ୱଲପୁରରୁ ୩୯୦ ଓ ବାଲେଶ୍ୱରରୁ ଆଉ ୩୦୫ ଜଣ ସଂକ୍ରମିତ ହୋଇଛନ୍ତି । ବାକି ୧୮ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରୁ ୩୦୦ ଭିତରେ ରହିଛି ।
6. Boudh: 78
7. Cuttack: 898
8. Deogarh: 75
9. Dhenkanal: 71
10. Gajapati: 87
11. Ganjam: 93
12. Jagatsinghpur: 134
13. Jajpur: 231
14. Jharsuguda: 219
15. Kalahandi: 103
16. Kandhamal: 80
17. Kendrapada: 119
18. Keonjhar: 121
19. Khurda: 4347
20. Koraput: 168
21. Malkangiri: 85— I & PR Department, Odisha (@IPR_Odisha) January 19, 2022
୨୪ ଘଣ୍ଟାରେ ରାଜ୍ୟରେ ୬୯ହଜାର ୫୦୨ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୧୬.୭୦ ପ୍ରତିଶତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୧ଲକ୍ଷ ୬୭ହଜାର ୯୪କୁ ବୃଦ୍ଧି ପାଇଛି । ଏଥିରୁ ସୁସ୍ଥ ହେଲେଣି ୧୦ଲକ୍ଷ ୭୩ହଜାର ୭୭୭ ଆକ୍ରାନ୍ତ । ରାଜ୍ୟରେ କୋଭିଡ୍ ଆକ୍ଟିଭ୍ କେସ୍ ସଂଖ୍ୟା ୮୪ହଜାର ୭୭୦କୁ ବୃଦ୍ଧି ପାଇଛି ।
New recoveries: 7745
Cumulative tested: 26842063
Positive: 1167094
Recovered: 1073777
Active cases: 84770— I & PR Department, Odisha (@IPR_Odisha) January 19, 2022
Comments are closed.