ଭୁବନେଶ୍ୱର: ରାଜ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ବି ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍ । ଗତ ୨୪ ଘଣ୍ଟାରେ ମହାମାରୀ ଆଉ ୧୭ ଜଣଙ୍କୁ ମାରି ଦେଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୧ ଜିଲ୍ଲାରୁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
5.A 45-year-old male of Ganjam district.
6.A 60-year-old female of Gajapati district who was also suffering from Diabetes Mellitus & Hypertension.
7.A 55-year-old female of Kendrapara district.
8.A 44-year-old male of Nayagarh district.— H & FW Dept Odisha (@HFWOdisha) November 19, 2020
ପଶ୍ଚିମ ଓଡ଼ିଶାରେ ବଢୁଛି କରୋନା ଜନିତ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିପରି ସମ୍ୱଲପୁରରୁ ଆଉ ୩ ଜୀବନ ନେଇଛି କରୋନା । ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ଆଖି ବୁଜିଛନ୍ତି ଆଉ ଜଣେ ସଂକ୍ରମିତ ।
12.A 50-year-old female of Sambalpur district who was also suffering from Diabetes Mellitus & Hypothyroidism
13.A 59-year-old female of Subarnapur district who was also suffering from Hypertension.
14.A 35-year-old male of Sundargarh district who was also suffering from CKD.— H & FW Dept Odisha (@HFWOdisha) November 19, 2020
ଭୁବନେଶ୍ୱରରୁ ଆଉ ଦୁଇ ଜଣଙ୍କୁ କରୋନାରେ ମୃତ୍ୟୁ ହୋଇଛି । ଏମାନଙ୍କ ବ୍ୟତୀତ କଟକ, ଭଦ୍ରକ, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ନୟାଗଡ଼, ରାୟଗଡ଼ା ଜିଲ୍ଲାରୁ ବି ଜଣେ ଲେଖାଏଁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୫ ଶହ ୯୨କୁ ବୃଦ୍ଧି ପାଇଛି । ରାଜ୍ୟରେ ମୃତ୍ୟୁହାର ରହିଛି ୦.୫୧% ।
https://t.co/kErWOtiaJv 87-year-old male of Sundargarh district who was also suffering from Hypertension.
16.A 68-year-old male of Sundargarh district.
17.A 76-year-old male of Sundargarh district who was also suffering from Diabetes Mellitus, Hypertension, CHD post PTCA.— H & FW Dept Odisha (@HFWOdisha) November 19, 2020
Comments are closed.