ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ଦୈନିକ କେସ୍ ହ୍ରାସ ପାଉଛି । ଖସୁଛି ପଜିଟିଭିଟି । ସୁସ୍ଥ ହେଉଛନ୍ତି ଅଧିକ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୩ହଜାର ୪୨୭ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୧୯ଶହ ୫୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪ଶହ ୭୩ । ଏହି ସମୟରେ ରାଜ୍ୟରେ ୬୪ହଜାର ୧୧୨ କୋଭିଡ୍ ଟେଷ୍ଟ ହୋଇଛି । ଆଜି ପଜିଟିଭ୍ ହାର ରହିଛି ୫.୩୪% ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୩ ସଂକ୍ରମିତ ହୋଇଥିବା ବେଳେ କଟକରୁ ୩୯୬, ଯାଜପୁରରୁ ୨୮୫, ବାଲେଶ୍ୱରରୁ ୨୬୧, ପୁରୀରୁ ୨୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 18th June
New Positive Cases: 3427
In quarantine: 1954
Local contacts: 1473(Details of local contacts will be shared by concerned Dist Administration)
District Wise Cases:
1. Angul: 138
2. Balasore: 261
3. Bargarh: 52
4. Bhadrak: 139
5. Balangir: 40— I & PR Department, Odisha (@IPR_Odisha) June 19, 2021
ସେହିପରି ମୟୂରଭଞ୍ଜରୁ ୧୬୨, ନୟାଗଡ଼ରୁ ୧୪୨, ଭଦ୍ରକରୁ ୧୩୯, ଅନୁଗୋଳରୁ ୧୩୮, କେନ୍ଦ୍ରାପଡ଼ାରୁ ୧୧୧, ଜଗସିଂହପୁରରୁ ଚିହ୍ନଟ ହୋଇଛନ୍ତି ୧୦୮ ସଂକ୍ରମିତ ।
ବାକି ୧୯ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୮ଲକ୍ଷ ୭୩ହଜାର ୯୨୫କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୮ଲକ୍ଷ ୨୯ହଜାର ୮୫୧ ଆକ୍ରାନ୍ତ । ଏବେ ରାଜ୍ୟରେ ୪୦ହଜାର ୪୭୧କୁ ହ୍ରାସ ପାଇଛି ଆକ୍ଟିଭ କେସ୍ ।
22. Mayurbhanj: 162
23. Nawarangpur: 60
24. Nayagarh: 142
25. Nuapada: 20
26. Puri: 217
27. Rayagada: 94
28. Sambalpur: 32
29. Sonepur: 30
30. Sundargarh: 78
31. State Pool: 82New recovery: 6252
Cumulative tested: 13028817
Positive: 873925
Recovered: 829851
Active cases: 40471— I & PR Department, Odisha (@IPR_Odisha) June 19, 2021
Comments are closed.