ଭୁବନେଶ୍ୱର: ତିନି ଶହକୁ ଖସିଛି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ । ଦିନକୁ ପାଖିପାଖି ୪୦ ହଜାର କୋଭିଡ୍ ଟେଷ୍ଟ ହେଉଛି । କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ବହୁତ କମ୍ ରହୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୪୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୯୮ ଓ ଲୋକାଲ୍ କଣ୍ଟାକ୍ଚ କେସ୍ ରହିଛି ୧୫୧ଟି ।
Covid-19 Report For 7th December
New Positives Case: 349
In quarantine: 198
Local contacts: 151(Details of local contacts will be shared by concerned District Administration)
District Wise Cases:
1. Angul: 26
2. Balasore: 23
3. Bargarh: 19
4. Bhadrak: 5
5. Balangir: 6— I & PR Department, Odisha (@IPR_Odisha) December 8, 2020
୨୮ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୪୫, ଖୋର୍ଦ୍ଧାରୁ ୪୪, ଅନୁଗୁଳରୁ ୨୬, ବାଲେଶ୍ୱରରୁ ୨୩, କଟକ ଓ ପୁରୀରୁ ଆଉ ୨୨ ଜଣ ଲେଖାଏ ସଂକ୍ରମିତ ହୋଇଛନ୍ତି । ବାକି ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଭିତରେ ରହିଛି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୨୧ହଜାର ୯୧୩କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୩ଲକ୍ଷ ୧୬ହଜାର ୪୪୭ ଆକ୍ରାନ୍ତ । ଅର୍ଥାତ୍ ୯୮.୩୦% ପ୍ରତିଶତ ସଂକ୍ରମିତ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଏବେ ଆକ୍ଟିଭ୍ କେସ୍ ୩ହଜାର ୬୨୯ଟି ରହିଛି ।
23. Nuapada: 10
24. Puri: 22
25. Rayagada: 1
26. Sambalpur: 14
27. Sonepur: 2
28. Sundargarh: 46
29. State Pool: 10New recoveries: 607
Cumulative tested: 6213174
Positive: 321913
Recovered: 316447
Active cases: 3629— I & PR Department, Odisha (@IPR_Odisha) December 8, 2020
Comments are closed.