ଭୁବନେଶ୍ୱର: ସଂକ୍ରମଣରେ ଲାଗୁନି ବ୍ରେକ୍ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୬ ହଜାର ୯୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୪ ହଜାର ୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨ ହଜାର ୯୪୪ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୧୭ ଓ ସୁନ୍ଦରଗଡ଼ରୁ ୪୭୪ଟି ମାମଲା କୋଭିଡ୍ ପଜିଟିଭ୍ ଆସିଛି ।
Covid-19 Report For 28th April
New Positive Cases: 6998
In quarantine: 4054
Local contacts: 2944(Details of local contacts will be shared by concerned Dist Administration)
District Wise Cases:
1. Angul: 325
2. Balasore: 97
3. Bargarh: 330
4. Bhadrak: 91
5. Balangir: 236— I & PR Department, Odisha (@IPR_Odisha) April 29, 2021
ଅନୁଗୁଳରୁ ୩୨୫, ବାଲେଶ୍ୱରରୁ ୯୭, ବରଗଡ଼ରୁ ୩୩୦, ଭଦ୍ରକରୁ ୯୧, ବଲାଙ୍ଗିରରୁ ୨୩୬, ବୌଦ୍ଧରୁ ୬୫, କଟକରୁ ୫୧୭, ଦେବଗଡ଼ରୁ ୭୪, ଢେଙ୍କାନାଳରୁ ୨୨, ଗଜପତିରୁ ୧୨୧, ଗଞ୍ଜାମରୁ ୧୨୮, ଜଗତସିଂହପୁରରୁ ୧୦୪, ଯାଜପୁରରୁ ୨୨୬. ଝାରସୁଗୁଡ଼ାରୁ ୩୯୬, କଳାହାଣ୍ଡିରୁ ୨୯୨, କନ୍ଧମାଳରୁ ୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 308
23. Nawarangpur: 255
24. Nayagarh: 121
25. Nuapada: 420
26. Puri: 288
27. Rayagada: 181
28. Sambalpur: 323
29. Sonepur: 131
30. Sundargarh: 474
31. State Pool: 185— I & PR Department, Odisha (@IPR_Odisha) April 29, 2021
ଝାରସୁଗୁଡ଼ାରୁ ୩୯୬, କଳାହାଣ୍ଡିରୁ ୨୯୨, କନ୍ଧମାଳରୁ ୪୫, କେନ୍ଦ୍ରାପଡ଼ାରୁ ୭୭, କେନ୍ଦୁଝରରୁ ୧୬୦, ଖୋର୍ଦ୍ଧାରୁ ୯୧୯, କୋରାପୁଟରୁ ୫୭, ମାଲକାନଗିରିରୁ ୩୦, ମୟୂରଭଞ୍ଜରୁ ୩୦୮, ନବରଙ୍ଗପୁରରୁ ୨୫୫, ନୟାଗଡ଼ରୁ ୧୨୧, ନୂଆପଡ଼ାରୁ ୪୨୦, ପୁରୀରୁ ୨୮୮, ରାୟଗଡ଼ାରୁ ୧୮୧, ସମ୍ବଲପୁରରୁ ୩୨୩, ସୋନପୁରରୁ ୧୩୧, ସୁନ୍ଦରଗଡ଼ରୁ ୪୭୪ ଏବଂ ଷ୍ଟେଟ ପୁଲରୁ ୧୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
New recoveries: 4521
Cumulative tested: 10041204
Positive: 435513
Recovered: 375721
Active cases: 57710— I & PR Department, Odisha (@IPR_Odisha) April 29, 2021
ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୩୫ ହଜାର ୫୧୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୪ ହଜାର ୫୨୧ ଜଣ କୋଭିଡକୁ ମାତ୍ ଦେଇଥିବା ବେଳେ ମୋଟ ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ୭୫ ହଜାର ୭୨୧ ରହିଛି । ଗତ ୨୪ ଘଣ୍ଟାରେ ୧୨ ଜଣଙ୍କୁ ମୃତ୍ୟୁକୁ ମିଶାଇ ମୋଟ କୋଭିଡ୍ ମୃତ୍ୟୁ ୨୦୨୯କୁ ବୃଦ୍ଧି ପାଇଛି ।
Comments are closed.