Latest Odisha News

BREAKING NEWS

କୋଭିଡ ଯୋଦ୍ଧାଙ୍କ ପାଇଁ ୧ ମିନିଟ୍ ନିରବ ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ୧ ମିନିଟ୍ ନିରବ ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ମୁଖ୍ୟମନ୍ତ୍ରୀ ଶପଥ ପାଠ କରାଇଛନ୍ତି । କୋଭିଡ ଯୋଦ୍ଧାଙ୍କ ପାଇଁ ଟିଭି, ସୋସିଆଲ ମିଡିଆ ଜରିଆରେ ଶପଥ ପାଠ ମଧ୍ୟ କରାଇଛନ୍ତି ।

ରାଜ୍ୟରେ ୨୫ ହଜାରରୁ ଅଧିକ କରୋନା ରୋଗୀ ସୁସ୍ଥ ହେଲେଣି । ଏଥିପାଇଁ କୋଭିଡ ଯୋଦ୍ଧାଙ୍କ ତ୍ୟାଗର ତୁଳନା ନାହିଁ । କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଅତୁଳନୀୟ । କୋଭିଡ ଯୋଦ୍ଧାଙ୍କ ତ୍ୟାଗ ପାଇଁ ଆମେ ସର୍ବଦା କୃତଜ୍ଞ ।୨୫ ଜଣ କୋଭିଡ୍ ଯୋଦ୍ଧା ପ୍ରାଣବଳୀ ଦେଇଛନ୍ତି ବୋଲି ନବୀନ କହିଛନ୍ତି ।

Comments are closed.