ଗୌହାଟୀ: ଆସାମରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ସସପେନ୍ସ ଭିତରେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଅସ୍ତଫା ଦେଇଛନ୍ତି ସର୍ବାନନ୍ଦ ସୋନୋଓ୍ୱାଲ । ସେ ରାଜ୍ୟପାଳ ଜଗଦୀଶ ମୁଖିଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ସୋନୋଓ୍ୱାଲଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳ ବି ଇସ୍ତଫା ଦେଇଥିବା ସୂଚନା ମିଳିଛି । ସେପଟେ ଆଜି ସ୍ଥିର ହେବ କିଏ ହେବେ ଆସାମର ନୂଆ ମୁଖ୍ୟମନ୍ତ୍ରୀ । ଆଜି ଦିସପୁରରେ ବିଜେପି ବିଧାୟକ ଦଳ ବୈଠକ ବସୁଛି । ଏଠାରେ ବିଧାୟକ ଦଳ ନେତା ନିର୍ବାଚିତ ହେବେ । ତାପରେ ସ୍ପଷ୍ଟ ହେବ କିଏ ଧରିବେ ଆସନ ଶାସନ ଡୋରି । ଆଗରେ ହିମନ୍ତ ବିଶ୍ୱଶର୍ମା ଓ ସର୍ବାନନ୍ଦ ସୋନୋଓ୍ୱାଲଙ୍କ ନାଁ ରହିଛି ।
BREAKING NEWS
- “ସମୃଦ୍ଧ କୃଷକ” ପାଇଁ ୬ ହଜାର ୮୮ କୋଟି
- ଭାରତର ଷ୍ଟାର ଅଲରାଉଣ୍ଡର କହିଲେ ମହୀକାଙ୍କ ଯୋଗୁ ମୋ ଖେଳରେ ଉନ୍ନତି ଘଟିଛି
- ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ;କହିଲେ-ଅନ୍ୟାୟ ବିରୁଦ୍ଧରେ…
- ପତ୍ନୀ ଈଶାନୀଙ୍କଠାରୁ ଅଲଗା ହେବେ କ୍ରିକେଟର ରାହୁଲ ଚହର
- ବଜେଟରେ ସ୍ବାସ୍ଥ୍ୟସେବାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ, ୩ ହଜାର ୧୮୨ କୋଟି ଟଙ୍କାର ବ୍ୟୟ ବରାଦ
- ରାଜ୍ୟ ବଜେଟ୍ ୨୦୨୬-୨୭; ରାଜ୍ୟରେ ଖୋଲିବ ଆଉ ୪ ନୂଆ ବିଶ୍ବ ବିଦ୍ୟାଳୟ
- ରାଜ୍ୟ ବଜେଟ୍ ୨୦୨୬-୨୭ : ୧୫ଶହ ଏକରରେ ହେବ “ଶାମୁକା ପ୍ରକଳ୍ପ”
- ବଜେଟ୍ରେ ମୁଖ୍ୟମନ୍ତ୍ରୀଙ୍କ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା: ବିଏ ପାସ୍ କଲେ ଝିଅଙ୍କୁ ମିଳିବ ଏତିକି ଟଙ୍କା…
- ୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପିତ, ଗତ ବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି
- ଫେବ୍ରୁଆରୀ ୨୭ରେ ଭଦ୍ରକରେ ୨୪ ଘଣ୍ଟିଆ ରେଳ ରୋକ ଡାକରା
Comments are closed.