Latest Odisha News

BREAKING NEWS

ପଦ୍ମପୁର ଫାଇଟ୍: ଲଗାତାର ୨ରାଉଣ୍ଡରେ ବିଜେଡି ଆଗୁଆ

ପଦ୍ମପୁର: ୨ୟ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି । ୩୦୭୦ଭୋଟରେ ବିଜେଡି ଆଗୁଆ ରହିଥିବା ବେଳେ ପଛରେ ପଡିଛନ୍ତି ବିଜେପି ଓ କଂଗ୍ରେସ  । ଲଗାତାର ଦୁଇଟି ରାଉଣ୍ଡରେ ବିଜେଡି ଆଗୁଆ ରହିଥିବା ସୂଚନା ମିଳିଛି । ୧ମ ରାଉଣ୍ଡରେ ୧୭୧୨ ଭୋଟ୍ ରେ ଆଗୁଆ ଥିଲେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା । ପଛକୁ ପ୍ରଦୀପ ପୁରୋହିତ ଥିବା ବେଳେ ବହୁ ପଛରେ ରହିଛି କଂଗ୍ରେସ । ସିସିଟିଭି ସର୍ଭେଲାନ୍ସ ଭିତରେ ଗଣତି କରାଯାଉଛି । ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି ।

୨ୟ ରାଉଣ୍ଡ ସୁଦ୍ଧା ଫଳାଫଳ

ବିଜେପି ୬୯୭୯

ବିଜେଡି ୧୦୫୯୮

କଂଗ୍ରେସ ୩୬୬

 

Leave A Reply

Your email address will not be published.