Latest Odisha News

BREAKING NEWS

ସଚିବସ୍ତରୀୟ ବୈଠକ; ସବୁ ସରକାରୀ ଅଫିସରେ ଲାଗିବ ଏଆଇ କ୍ୟାମେରା

ଭୁବନେଶ୍ୱର: ଏଣିକି ସବୁ ସରକାରୀ ଅଫିସରେ ଲାଗିବ ଏଆଇ କ୍ୟାମେରା। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସଚିବ ସ୍ତରୀୟ ବୈଠକ ହୋଇଛି। ଏହି ବୈଠକରେ ୧୦ଟି ଦିଗ ଉପରେ ଫୋକସ ଦିଆଯାଇଛି। ୧୦ ଦିଗକୁ ଫୋକସ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ…

ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ଘଟଣା: ଅଭିଯୁକ୍ତଙ୍କ କେସ୍ ଡାଏରି ଦାଖଲ ପାଇଁ ନିର୍ଦ୍ଦେଶ, ୧୮ରେ ପରବର୍ତ୍ତୀ ଶୁଣାଣି..

କଟକ: ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ଅଭିଯୁକ୍ତଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରିଛନ୍ତି କଟକ ତୃତୀୟ ଅତିରିକ୍ତ ଦୌରା ଜଜ୍ ଅଦାଲତ । ଏହି ସମୟରେ କେସ୍ ଡାଏରି ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ଡାଟା…

‘ଆମ ମୁଣ୍ଡ ଖରାପ ହେଲେ….’, ବିଲାୱଲ ଭୁଟ୍ଟୋଙ୍କୁ ଖୋଲା ଚେତାବନୀ ଦେଲେ ମିଥୁନ ଚକ୍ରବର୍ତ୍ତୀ…..

ନୂଆଦିଲ୍ଲୀ: ଅଭିନେତାରୁ ରାଜନେତା ହୋଇଥିବା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ମଙ୍ଗଳବାର ସିନ୍ଧୁ ଜଳ ଚୁକ୍ତିନାମାରେ ପରିବର୍ତ୍ତନ ନେଇ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଜର୍ଦ୍ଦାରୀ ଭାରତକୁ ଦେଇଥିବା ସଦ୍ୟତମ…

ଲୋକସଭାରେ ପାରିତ ହେଲା ଜାତୀୟ କ୍ରୀଡ଼ା ବିଲ୍: ଜାଣନ୍ତୁ କ୍ରୀଡା କ୍ଷେତ୍ରରେ କେମିତି ଆଣିବ ସଂସ୍କାର….

ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେଲା ବହୁ ପ୍ରତୀକ୍ଷିତ ଜାତୀୟ କ୍ରୀଡା ଶାସନ ବିଲ୍ । ବିହାରରେ ଭୋଟର ତାଲିକା ସଂଶୋଧନକୁ ନେଇ ବିରୋଧୀଙ୍କ ବିରୋଧ ମଧ୍ୟରେ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିଆ ସୋମବାର ଲୋକସଭାରେ ଏହାକୁ ଗୃହୀତ କରିଥିବା ବେଳେ ଏହାକୁ ସ୍ୱାଧୀନତା ପରଠାରୁ ଭାରତୀୟ କ୍ରୀଡାରେ…

ବାଂଲାଦେଶକୁ ଭାରତର ବଡ଼ ଝଟକା: ଜୁଟ୍ ବ୍ୟାଗ ସମେତ ଅନେକ ସାମଗ୍ରୀର ଆମଦାନୀ ଉପରେ ଲଗାଇଲା ରୋକ

ନୂଆଦିଲ୍ଲୀ: କିଛି ଦିନ ହେବ ବାଂଲାଦେଶ ଏବଂ ଭାରତ ମଧ୍ୟରେ ସମ୍ପର୍କରେ ଉତ୍ତେଜନା ଦେଖାଦେଇଛି। ଶେଖ ହସିନାଙ୍କ କ୍ଷମତାଚ୍ୟୁତ ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଏବେ ଏହାର ପ୍ରଭାବ ଆମଦାନୀ ଉପରେ ମଧ୍ୟ ଦେଖାଯାଉଛି। ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ଯୋଗୁଁ ଭାରତ ପୁଣି ଥରେ…

୮ ବର୍ଷର ସଂପର୍କ, ୫ ସନ୍ତାନର ପିତା…. ଏବେ ବିବାହ କରିବେ ଏହି ମହାନ୍ ଫୁଟବଲ୍ ଖେଳାଳୀ, ଚର୍ଚ୍ଚାରେ ନିର୍ବନ୍ଧ….

ନୂଆଦିଲ୍ଲୀ: ୮ ବର୍ଷର ଡେଟିଂ, ୫ ସନ୍ତାନର ପିତାମାତା, ହେଲେ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇନାହାନ୍ତି ବିଶ୍ବ ଫୁଟବଲ୍ କିଙ୍ଗ୍ କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଜର୍ଜିନା ରଡ୍ରିଗ୍ସ । ହେଲେ ଏବେ ଚର୍ଚ୍ଚ ହେଉଛି ଦୁହେଁ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ…

ହଠାତ୍ ୧୪୦୦ ଟଙ୍କା ତଳକୁ ଖସିଲା ସୁନା ଦର…., ଏମିତି କ’ଣ କହିଦେଲେ ଟ୍ରମ୍ପ?

ନୂଆଦିଲ୍ଲୀ: ଟିକିଏ ଆଶ୍ବସ୍ତି ଦେଲା ସୁନା ଦର । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୋଟିଏ ମେସେଜ୍ ପରେ ସିଧା ୧୪୦୦ ଟଙ୍କା ହ୍ରାସ ପାଇଲା ସୁନା ଦର । ଏମସିଏକ୍ସରେ ସୁନା ମୂଲ୍ୟରେ ୧୪୦୦ ଟଙ୍କା ହ୍ରାସ ଘଟିଛି । ଏହି ହ୍ରାସ ସେହି ସମୟରେ ଘଟିଛି ଯେତେବେଳେ ଆମେରିକା ରାଷ୍ଟ୍ରପତି…

ବୁଲା କୁକୁରଙ୍କୁ ଆଶ୍ରୟସ୍ଥଳରେ ରଖିବା ଅମାନବୀୟ ଓ ନିଷ୍ଠୁରତା, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିଶୃଙ୍ଖଳା ସୃଷ୍ଟି…

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବଢ଼ୁଥିବା ବୁଲା କୁକୁର ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଆଗାମୀ ଆଠ ସପ୍ତାହ ମଧ୍ୟରେ ସମସ୍ତ ବୁଲା କୁକୁରକୁ ଧରି କୁକୁର ଆଶ୍ରୟସ୍ଥଳରେ ରଖାଯିବା ଉଚିତ। କୋର୍ଟ ଏହା ମଧ୍ୟ…

ଅଷ୍ଟମ ଶ୍ରେଣୀର ଛାତ୍ରର ଜୀବନ ନେଲା ‘ଅନ୍‌ଲାଇନ ଗେମ୍‌’!

ବାଲେଶ୍ବର: ଅନ୍‌ଲାଇନ ଗେମ୍‌ ଖେଳିବାକୁ ମନା କରିବାରୁ ଝୁଲିପଡ଼ିଲେ ଛାତ୍ର । ବାଥରୁମ୍‌ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ଅଷ୍ଟମ ଶ୍ରେଣୀର ଛାତ୍ର । ଅନଲାଇନ ଗେମ୍ ଖେଳକୁ ପରିବାର ଲୋକେ ବାରଣ କରିବାରୁ ବାଥରୁମରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।…

ଅସୀମ ମୁନିରଙ୍କୁ ଓସାମା ବିନ୍ ଲାଡେନ୍ ସହ କଲେ ତୁଳନା, ମୋଦି-ଟ୍ରମ୍ପଙ୍କୁ ନେଇ କହିଦେଲେ ବଡ କଥା…

ନୂଆଦିଲ୍ଲୀ: ଆମେରିକା ଏବଂ ରୁଷ ମଧ୍ୟରେ ହେବାକୁ ଥିବା ବୈଠକ ପୂର୍ବରୁ, ପୂର୍ବତନ ପେଣ୍ଟାଗନ ଅଧିକାରୀ ମାଇକେଲ ରୁବିନ୍ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିରଙ୍କୁ ତାତ୍ସଲ୍ୟ କରିବା ସହ ଆମେରିକା ଶୁଳ୍କ ଧମକକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି ।…