ବେଆଇନ ଖାଦାନରୁ ମୋରମ ଖୋଳିବା ବେଳେ ପଥର ପଡି ୨ ଶ୍ରମିକ ମୃତ
ମାଲକାନଗିରି: ବେଆଇନ ଖାଦାନରୁ ମୋରମ ଖୋଳିବା ବେଳେ ଅଘଟଣ ଘଟି ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମାଲକାନଗିରି ସହର ପ୍ରବେଶ ଦ୍ୱାର ତାରିଣୀ ମନ୍ଦିର ପାର୍ଶ୍ଵରେ ଥିବା ପଥର କୁଆଁରୀ ପାହାଡ଼ରେ ଖାଦାନ ଚାଲିଥିବା ବେଳେ ପଥର ଅତଡ଼ା ଖସି ପଡିବାରୁ ଏହି ଅଘଟଣ ଘଟିଥିଲା ।
ମୃତକ ହେଲେ ମାଲକାନଗିରି…