Blood-Written Letter to President: ରାଷ୍ଟ୍ରପତିଙ୍କୁ ରକ୍ତରେ ଚିଠି ଲେଖିଲେ ଅଧ୍ୟାପିକା
ବାଗପତ୍: ନିଜ ରକ୍ତରେ ଲେଖିଲେ ଚିଠି, ରାଷ୍ଟ୍ରପତିଙ୍କୁ ଜଣାଇଲେ ଦୁଃଖ। କାରଣ ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିବ!
କିଛି ଏପରି ସମ୍ବେଦନଶୀଳ ଖବର ଆସିଛି ଉତ୍ତରପ୍ରଦେଶରୁ। ବାଗପତ ଜିଲ୍ଲାରୁ ଜଣେ ୩୨ ବର୍ଷୀୟ ସରକାରୀ ଅଧ୍ୟାପିକା ନିଜ ରକ୍ତରେ ଏକ ଚିଠି ଲେଖି ରାଷ୍ଟ୍ରପତିଙ୍କୁ ତାଙ୍କ ପରିବାର…