Peepal tree vastu: ବର୍ଷାଦିନେ ଘରର ଛାତ ଉପରେ ଅଶ୍ବସ୍ଥ ଗଛ ଉଠିଛି କି? ତେବେ ଏହି ଭୁଲ କରନ୍ତୁ ନାହିଁ..
ଭୁବନେଶ୍ବର: ପ୍ରାୟତଃ ବର୍ଷା ଋତୁରେ ଘରର ଛାତ କିମ୍ବା ବାଲକୋନିରେ ଅଶ୍ବସ୍ଥ ଗଛ ଉଠିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଏହି ଗଛ ହେବା ଅଶୁଭ ବୋଲି ବିବେଚନା କରାଯାଏ, ତେଣୁ ଏହାକୁ ତୁରନ୍ତ ହଟାଇ ଦେବା ଉଚିତ।
ହିନ୍ଦୁ ଧର୍ମରେ ଅଶ୍ବସ୍ଥ ଗଛକୁ ପୂଜା କରାଯାଏ କାରଣ ବିଶ୍ୱାସ କରାଯାଏ ଯେ…