ପ୍ରଥମ ଥର ଆସିଲା ତିନି ଥର ମୋଡ଼ି ହେଉଥିବା ଫୋନ୍, ଦୁଇଟି ସେଲ୍ଫି କ୍ୟାମେରା ସହ ଦୁଇଟି ଡିସ୍ପ୍ଲେ
ନୂଆଦିଲ୍ଲୀ: ସାମସଙ୍ଗ ମଙ୍ଗଳବାର ଦିନ ନିଜର ବହୁପ୍ରତୀକ୍ଷିତ ଓ ଦୁନିଆର ପ୍ରଥମ ତିନିଥର ଫୋଲ୍ଡ ହେଉଥିବା (Tri-Fold) ସ୍ମାର୍ଟଫୋନ୍ Galaxy Z TriFold ଅଫିସିଆଲି ଲଞ୍ଚ୍ କରିଦେଇଛି। ଏହି ଫୋନ୍ ଏକାଥରେ ତିନି ଭାଗରେ ଫୋଲ୍ଡ ହୋଇପାରୁଛି ଏବଂ ଖୋଲିଲେ ପ୍ରାୟ ଏକ ଛୋଟିଆ ଟ୍ୟାବଲେଟ୍ ଭଳି…