କଟକରେ ଫାଟିଲା ଗ୍ୟାସ ଲାଇନ, ଲୋକେ ଭୟଭୀତ…
କଟକ: କଟକର ସିଡିଏ ସେକ୍ଟର-୯ରେ ସୋମବାର ଦିନ ନିର୍ମାଣ କାର୍ଯ୍ୟ ସମୟରେ ଦୁର୍ଘଟଣାବଶତଃ ଗେଲ୍ (ଇଣ୍ଡିଆ) ଲିମିଟେଡ୍ର ଏକ ଏଲପିଜି ଗ୍ୟାସ୍ ପାଇପଲାଇନ୍ ଫାଟି ଯାଇଛି।
ସୂଚନା ଅନୁଯାୟୀ, ସିଡିଏ ସେକ୍ଟର-୯ରେ ଚାଲିଥିବା ନିର୍ମାଣ କାର୍ଯ୍ୟ ପାଇଁ ଭାରୀ ଯନ୍ତ୍ରପାତି ବ୍ୟବହାର କରାଯାଉଥିବା…