Sundargarh Jail Protest: ଜେଲ୍ ଅଧୀକ୍ଷକଙ୍କ ବିରୋଧରେ ଜିଲ୍ଲା କାରାଗାର କଏଦୀଙ୍କ ଆମରଣ ଅନଶନ
ସୁନ୍ଦରଗଡ଼: ଜେଲ ଅଧିକ୍ଷକଙ୍କ ବିରୁଦ୍ଧରେ ଜେଲ ଅନ୍ତେବାସୀଙ୍କ ଆନ୍ଦୋଳନ। ଖାଦ୍ୟ ସମସ୍ୟା ଓ ପରିବାରଙ୍କୁ ଭେଟିବାକୁ ନ ଦେବାକୁ ନେଇ ଅସନ୍ତୋଷ ।
ଅଧିକ୍ଷକଙ୍କ ମନମୁଖୀ କାରବାର ସହ ଠିକ ଭାବରେ ଖାଇବାକୁ ଦିଆଯାଉନଥିବା ଅଭିଯୋଗ ହୋଇଛି। ନୂତନ ଜେଲରଙ୍କ ବଦଳି ଦାବି କରି ଆମରଣ ଅନଶନରେ…