Latest Odisha News

BREAKING NEWS

ଯକ୍ଷ୍ମାର ମୂଳୋତ୍ପାଟନ ଦିଗରେ ଆଗକୁ ଆସିଲେ ରାଜ୍ୟପାଳ; ୧୦୦ ରୋଗୀଙ୍କୁ ପୋଷ୍ୟ ଭାବେ କରିବେ ଗ୍ରହଣ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ ଲାଗି ରାଜ୍ୟପାଳଙ୍କ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା । ୧୦୦ ଜଣ ଯକ୍ଷ୍ମା (ଟିବି) ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟପାଳ…

ଉପରାଷ୍ଟ୍ରପତି ନିର୍ବାଚନ: କିଏ ହେବେ ବିରୋଧୀ ଦଳର ଚେହେରା?, ଚର୍ଚ୍ଚାରେ ଏହି ୩ ନାଁ….

ନୂଆଦିଲ୍ଲୀ: ଆସନ୍ତା ମାସ ସେପ୍ଟେମ୍ବର ୯ ରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ରାଜନୈତିକ ମହଲରେ ବିଭିନ୍ନ ଗତିବିଧି ଦେଖିବାକୁ ମିଳୁଛି । ଶାସକ ଦଳ ଏନଡିଏ ଉପରାଷ୍ଟ୍ରପତି ପଦ ପାଇଁ ତାର ପ୍ରାର୍ଥୀ ଘୋଷଣା କରିସାରିଛି । ଏବେ ଖାଲି ଅପେକ୍ଷା ବିରୋଧୀ ମେଣ୍ଟ…

ଲଗାଣ ବର୍ଷାରେ ବେହାଲ ମାୟାନଗରୀ; ଦ୍ବିତୀୟ ଦିନରେ ବି ହାଇଆଲର୍ଟ ଜାରି, ଗଲାଣି ୭ ଜୀବନ

ମୁମ୍ବାଇ: ସାରା ଦେଶରେ ତାଣ୍ଡବ ରଚୁଛି ମୌସୁମୀ ଜନିତ ଲଗାଣ ବର୍ଷା । ଜମ୍ମୁରୁ ଆରମ୍ଭ କରି ମହାରାଷ୍ଟ୍ର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେଉଛି । ତେବେ ଦ୍ବିତୀୟ ଦିନରେ ମଧ୍ୟ ମୁମ୍ବାଇରେ ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଗତ ୮ ଘଣ୍ଟା ମଧ୍ୟରେ ମାୟାନଗରୀରେ ୧୭୭ ମିମି ବର୍ଷା…

ଅବପାତର ରୂପ ନେଲା ଲଘୁଚାପ: ୨ଦିନ ଧରି ପ୍ରବଳ ବର୍ଷିବ! ୩ ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଅବପାତର ରୂପ ନେଲା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଆଜି ମଧ୍ୟାହ୍ନରେ ଅବପାତ ଦକ୍ଷିଣ ଓଡ଼ିଶା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଯାହା ଫଳରେ ଆଜି ୩ଟି ଜିଲ୍ଲା ନବରଙ୍ଗପୁର,…

ସମ୍ବଲପୁରରେ ଏନକାଉଣ୍ଟର; ଅପରାଧୀର ବାମ ଗୋଡରେ ବାଜିଛି ଗୁଳି

ସମ୍ବଲପୁର: ସମ୍ବଲପୁରରେ ଏନ୍‌କାଉଣ୍ଟର । ଧନୁପାଲି ଥାନା ଅଞ୍ଚଳରେ ଅପରାଧୀ ଏମ୍‌ଡି ସାମଦକୁ ଏନକାଉଣ୍ଟର କଲା ପୋଲିସ । ସାମଦ ତାର ଭାଇ ଏମଡି ଓ୍ବାସିମ ଜଣଙ୍କୁ ଛୁରାମାଡ କରି ହତ୍ୟା କରିଥିଲେ । ପୋଲିସ ଉଭୟଙ୍କୁ ଧରିବାକୁ ଯାଇଥିବାବେଳେ, ସେମାନେ ପୋଲିସ ଉପରକୁ ଗୁଳିଚଳାଇଥିଲେ । ଏହାପରେ…

ଅଶୋକ ପଟ୍ଟନାୟକ ସ୍ମାରକୀ ବନ୍ଧୁକଚାଳନା ଓ ବାହୁକୁସ୍ତି: ୬ ଜଣ ହାତେଇଲେ ସ୍ବର୍ଣ୍ଣ ପଦକ

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ଓ ଉତ୍କଳ କରାଟେ ସ୍କୁଲ୍‌ ମିଳିତ ଆନୁକୂଲ୍ୟରେ ସୋମବାର କ୍ରୀଡ଼ା ସାମ୍ବାଦିକ ଅଶୋକ ପଟ୍ଟନାୟକଙ୍କ ୨୭ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ କ୍ରୀଡ଼ା ସାମ୍ବାଦିକଙ୍କ ମଧ୍ୟରେ ସୌଖିନ ବନ୍ଧୁକଚାଳନା ଓ ବାହୁକୁସ୍ତି…

ଧନ ଲାଭ ପୂର୍ବରୁ ଦେଖାଦିଏ ଏହି ସମସ୍ତ ସଙ୍କେତ…

ଭୁବନେଶ୍ବର: ବାସ୍ତୁ ଶାସ୍ତ୍ରରେ କିଛି ଜିନିଷକୁ ଶୁଭ ସଙ୍କେତ ଭାବରେ ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ଯଦି ଆପଣଙ୍କୁ କିଛି ଶୁଭ ଖବର ମିଳିବାର ଅଛି କିମ୍ବା ଆପଣ ଧନ ଲାଭ କରିବାକୁ ଯାଉଛନ୍ତି, ତେବେ ଦେବୀ ଲକ୍ଷ୍ମୀ ଆପଣଙ୍କ ପାଖକୁ ଆସିବା ପୂର୍ବରୁ କିଛି ସଙ୍କେତ ଦିଅନ୍ତି। ପ୍ରତ୍ୟେକ…

ହ୍ବାଇଟ୍ ହାଉସରେ ଟ୍ରମ୍ପଙ୍କୁ ଭେଟିଲେ ୟୁକ୍ରେନ ରାଷ୍ଟ୍ରପତି, ‘ଯୁଦ୍ଧ ବନ୍ଦ ନେଇ ପୁଟିନଙ୍କ ସହ ଆଲୋଚନା…

ୱାଶିଂଟନ: ହ୍ବାଇଟ୍‌ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କି । ସୋମବାର ଉଭୟଙ୍କ ମଧ୍ୟରେ ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ଯଦି ସବୁ ଠିକ୍‌ ଚାଲେ ତାହେଲେ ତ୍ରିପାକ୍ଷିକ ବୈଠକ ହେବ ବୋଲି କହିଲେ…

ଶ୍ରୀ ଭାଗବତ ସାର ୧୩୩: ମନ୍ୟୁଷ କେବଳ ପାଠଶାଳାରେ ଜ୍ଞାନ ଅର୍ଜନ କରେ ନାହିଁ ବରଂ ତା ଚାରିପାଖରେ ଥିବା ପ୍ରକୃତି ମଧ୍ୟ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ କେବଳ ଗୋପୀ ମାନଙ୍କ ପ୍ରେମଭକ୍ତି କଥା ସଂସାରକୁ ଶିକ୍ଷା ଦେଇନାହିଁ, ଏଥିରେ ଏଭଳି କିଛି ବିଷୟ ଅବତାରଣ ହୋଇଛି ଯାହା ସବୁ ଯୁଗରେ ମାନବ ସମାଜର ହିତ ସାଧନ କରିପାରିବାର ସାମର୍ଥ୍ୟ ରଖେ। ଏଇ ଯେମିତି ଅବଧୂତଙ୍କ ଚବିଶି…

ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କଲେ ଷଷ୍ଠ ରାଜ୍ୟ ଅର୍ଥ କମିଶନ

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ଷଷ୍ଠ ରାଜ୍ୟ ଅର୍ଥ କମିଶନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି। କମିିଶନର ଅଧ୍ୟକ୍ଷ ଡ. ଅରୁଣ କୁମାର ପଣ୍ଡାଙ୍କ ନେତୃତ୍ବରେ କମିଶନର ଅନ୍ୟ ସଦସ୍ୟଗଣ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ରିପୋର୍ଟ ପ୍ରଦାନ କରିଥିଲେ…