Latest Odisha News

BREAKING NEWS

ଝିଅର ଦାନ୍ତ X-ray କରାଇବା ପାଇଁ ନେଇଯାଇଥିଲେ ମା’, ରିପୋର୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଡାକ୍ତର

ଭୁବନେଶ୍ୱର: ଛୋଟ ପିଲାମାନେ ଅନେକ ସମୟରେ ମାଆବାପାଙ୍କଠାରୁ ଲୁଚିଛପି ଏଭଳି ଦୁଷ୍ଟାମି କରିଥାନ୍ତି, ଯାହା ମାଆବାପାଙ୍କୁ ଚିନ୍ତାରେ ପକାଇ ଦିଏ। କେତେବେଳେ ଏହି ଦୁଷ୍ଟାମି ଲୁଚି ରହେ, ଆଉ କେତେବେଳେ ଏଭଳି ଭାବେ ସାମ୍ନାକୁ ଆସେ ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏଭଳି ଏକ ଘଟଣା ଘଟିଛି…

ସସ୍ତା ଫ୍ଲାଇଟ ଟିକେଟ ଟାହୁଁଛନ୍ତି ତ ବୁକିଂ ପୂର୍ବରୁ ON କରିଦିଅନ୍ତୁ ଏହି ଗୁଗୁଲ ସେଟିଂ, ମିଳିବ ଚମତ୍କାର ଅଫର

ଭୁବନେଶ୍ୱର: ଯଦି ଆପଣ ଅନଲାଇନରେ ସସ୍ତା ଫ୍ଲାଇଟ ଟିକେଟ ଖୋଜିବା ପାଇଁ ଘଣ୍ଟା ଘଣ୍ଟା ସମୟ ନଷ୍ଟ କରୁଛନ୍ତି, ତେବେ ଏବେ ଆପଣଙ୍କ ପାଇଁ ଖୁସିର ଖବର। ଗୁଗଲ ଏକ ନୂଆ AI-ଚାଳିତ ଟୁଲ ‘ଫ୍ଲାଇଟ ଡିଲ୍ସ’ ଉପସ୍ଥାପନ କରିଛି, ଯାହା ଆପଣଙ୍କ ଯାତ୍ରା ଯୋଜନାକୁ ସହଜ ଓ ସସ୍ତା କରିବା ପାଇଁ ବିଶେଷ ଭାବେ…

୫ ବର୍ଷ ମଧ୍ୟରେ ଖତମ ହୋଇଯିବ ଏହି ତିନି ଭୟାନକ ରୋଗ, ବଦଳିଯିବ କୋଟି କୋଟି ଲୋକଙ୍କ ଜୀବନ

ଭୁବନେଶ୍ୱର: ଆମର ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ବଡ଼ ପୁଞ୍ଜି। କିନ୍ତୁ ବିଶ୍ୱରେ କିଛି ଏଭଳି ରୋଗ ରହିଛି, ଯାହା ବର୍ଷ ବର୍ଷ ଧରି ମଣିଷକୁ ଭୟ ଓ ଯନ୍ତ୍ରଣା ମଧ୍ୟରେ ରଖିଛି। କ୍ୟାନସର, ଅନ୍ଧତ୍ୱ ଓ ପକ୍ଷାଘାତ ଭଳି ଗମ୍ଭୀର ରୋଗଗୁଡ଼ିକ କେବଳ ଶରୀରକୁ ଦୁର୍ବଳ କରେ ନାହିଁ, ବରଂ ପରିବାର ଓ ସମାଜ ଉପରେ…

ଫିଟନେସ ଟେଷ୍ଟରେ ସୂର୍ଯ୍ୟକୁମାର ପାସ

ନୂଆଦିଲ୍ଲୀ: ଏସିଆ କପ ୨୦୨୫ କ୍ରିକେଟ ଟୁର୍ଣ୍ଣାମେଂଟ ପାଇଁ ଖୁବ ଶୀଘ୍ର ଭାରତୀୟ ଦଳର ଘୋଷଣା କରାଯିବ । ଏହାର ଠିକ ପୂର୍ବରୁ ଟିମ ଇଣ୍ଡିଆ ଟି୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଫିଟନେସ ଟେଷ୍ଟରେ ପାସ ହୋଇଛନ୍ତି । ଦଳ ଚୟନରେ ସୂର୍ଯ୍ୟକୁମାର ଅଧିନାୟକ ପଦ ବଜାୟ ରଖିବା ଏକ ପ୍ରକାର ସ୍ପଷ୍ଟ…

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନଧାର୍ଯ୍ୟ ହୋଇଛି । ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତୁଳା ଲଗ୍ନରେ ଅଗଷ୍ଟ ୨୮ ତାରିଖ ଗୁରୁବାର ସକାଳ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଅର୍ପଣ ନିମ‌ନ୍ନେ…

୧୨ଟି ନୂଆ ଏନଏସି ପାଇଁ ଡ୍ରାଫ୍ଟ ନୋଟିସ୍‌ ଜାରି

ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ବୃଦ୍ଧି କରିବା ପାଇଁ ପଦକ୍ଷେପ ନେଇଛନ୍ତି । ସରକାର ସମ୍ବଲପୁର, ଅନୁଗୁଳ, ବାଲେଶ୍ବର, ମୟୂରଭଞ୍ଜ, ରାୟଗଡ଼ା, ସୁବର୍ଣ୍ଣପୁର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏନଏସି ଗଠନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସେନେଇ…

ବାଲିପାଟଣା ଯୁବକଙ୍କ ମୃତ୍ୟୁ ଘଟଣାରେ ୩ ଗିରଫ; ଜମିଜମାକୁ ନେଇ…

ଭୁବନେଶ୍ୱର:ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅଞ୍ଚଳରେ ଗତକାଲି ପୋଡ଼ି ହୋଇଥିବା ଗୁରୁତର ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଛି । ଏହି ଘଟଣାରେ ବାପା ସୁରେନ୍ଦ୍ର ନାଥ ମଠିଆ, ସାବତ ମାଆ ପ୍ରଭାତୀ ମଠିଆ ଓ ସାବତ ସାନ ଭାଇ ପ୍ରଶାନ୍ତ ମଠିଆଙ୍କୁ ଗିରଫ କରିଛି ପୋଲିସ । ବାଲିପାଟଣା…

ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ: ଚୂଡାନ୍ତ ହେଲା ୧୬ ଟିମ

ନୂଆଦିଲ୍ଲୀ: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ପାଇଁ ୧୬ ଟିମ ଚୂଡାନ୍ତ ହୋଇଛି । କ୍ୱାଲିଫାୟରରେ ଚମତ୍କାର ପ୍ରଦର୍ଶନ କରି ଆମେରିକା ଶେଷ ଟିମ ଭାବେ ଯୋଗ୍ୟତା ଅର୍ଜନ କରିଛି । ଆମେରିକା ଏ ପର୍ଯ୍ୟନ୍ତ ସମସ୍ତ ମ୍ୟାଚରେ ବିଜୟ ହାସଲ କରିଛି । କାନାଡା, ବରମୁଡା ଓ ଆର୍ଜେଂଟିନା ବିପକ୍ଷରେ ଦଳ…

ବ୍ରେଭିସ ବିବାଦ, ଚେନ୍ନାଇ ଦେଲା ସ୍ପଷ୍ଟୀକରଣ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ ଡେୱାଲ୍ଡ ବ୍ରେଭିସଙ୍କୁ ନେବା ପାଇଁ ଅତିରିକ୍ତ ଅର୍ଥ ଦେଇଥିଲା ବୋଲି ଭାରତର ପୂର୍ବତନ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱୀନ କହିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପୂର୍ବରୁ ଆକାଶ ଚୋପ୍ରା ଏହି ଭଳି ହୋଇପାରିଥାଏ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ ।…

ଆଘାତପ୍ରାପ୍ତ ଖେଳାଳିଙ୍କ ପାଇଁ ଘରୋଇ କ୍ରିକେଟରେ ନିୟମ ପରିବର୍ତନ କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଗାମୀ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଆଘାତପ୍ରାପ୍ତ ଖେଳାଳିଙ୍କୁ ନେଇ ଏକ ବଡ ନିୟମ ପରିବର୍ତନ କରିଛି । ଘରୋଇ କ୍ରିକେଟରେ ଆଗକୁ ଆଘାତପ୍ରାପ୍ତ ଖେଳାଳିଙ୍କ ବଦଳରେ ଅନ୍ୟ ଖେଳାଳିଙ୍କୁ ଖେଳାଇବା ସୁଯୋଗ ମିଳିବ । ନିକଟରେ ଭାରତ-ଇଂଲଣ୍ଡ ଟେଷ୍ଟ…