Latest Odisha News

BREAKING NEWS

କଂଗ୍ରେସର ବଡ଼ ଦାବି: ନିର୍ବାଚନ କମିଶନ ବାରଣାସୀର ଭୋଟର ତାଲିକା ଦିଅନ୍ତୁ ନଚେତ ୨୦୨୪ ଲୋକସଭା ନିର୍ବାଚନ ବାତିଲ…

ନୂଆଦିଲ୍ଲୀ: ଗତ କିଛି ଦିନ ଧରି କଂଗ୍ରେସ ପକ୍ଷରୁ ନିର୍ବାଚନ କମିଶନଙ୍କ ଉପରେ ଭୋଟ ଚୋରି ଅଭିଯୋଗ ଲଗାଯାଉଛି। ନିର୍ବାଚନ କମିଶନ ଏହି ଅଭିଯୋଗ ଉପରେ ଚୁପ୍ ରହିଥିବା ବେଳେ, ବିଜେପି ଲଗାତାର କଂଗ୍ରେସ ଉପରେ ଆକ୍ରମଣ କରୁଥିବା ଦେଖାଯାଉଛି। ଏହି ସମୟରେ, କଂଗ୍ରେସ ମୁଖପାତ୍ର ପବନ ଖେଡା ୨୦୨୪…

ମେଟ୍ରୋ ପାଇଁ କେନ୍ଦ୍ର ସରକାରଙ୍କୁ ଦିଆଯିବ ପ୍ରସ୍ତାବ: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ମେଟ୍ରୋ ପାଇଁ କେନ୍ଦ୍ର ସରକାରଙ୍କୁ ଦିଆଯିବ ପ୍ରସ୍ତାବ। ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଗଠନ ହେବ ବୈଷୟିକ କମିଟି। ଏପରି ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଏହି କମିଟି ବିଭିନ୍ନ ସହରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ। ନୂଆ ଟ୍ରାକ୍ ନେଇ କମିଟି ରିପୋର୍ଟ…

ସ୍ଵାଧୀନତା ଦିବସରେ ୧୦୯୦ ଜଣଙ୍କୁ ମିଳିବ ବୀରତ୍ଵ ପୁରସ୍କାର, ଓଡ଼ିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ବର: ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧୦୯୦ ଜଣ ପୋଲିସ, ଅଗ୍ନିଶମ, ହୋମଗାର୍ଡ, ନାଗରିକ ପ୍ରତିରକ୍ଷା ଏବଂ ସୁଧାର ସେବା କର୍ମଚାରୀଙ୍କୁ ସାହସିକତା ତଥା ସେବା ପଦକ ପ୍ରଦାନ ପାଇଁ…

ବୁଲାକୁକୁର ମାମଲାରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ, କହିଲେ ‘ସମାଧାନ ଆବଶ୍ୟକ, ବିବାଦ…

ନୂଆଦିଲ୍ଲୀ: ଗୁରୁବାର ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଦିଲ୍ଲୀ-ଏନସିଆରରେ ବୁଲା କୁକୁରଙ୍କ ମାମଲାର ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟ ଗୁରୁବାର ଦିନ ବୁଲା କୁକୁର ଭୟରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ପାଇଁ ଭର୍ତ୍ସନା କରିଛନ୍ତି ଏବଂ ଦିଲ୍ଲୀ-ଏନସିଆରରେ ସମସ୍ତ…

ଭିସୁଟ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେଲା ଡ୍ରେସ୍ କୋର୍ଡ, ଛାତ୍ରୀଙ୍କୁ ଓଢଣୀ ମନା, ପିନ୍ଧିବେ…..

ସମ୍ବଲପୁର: ସମ୍ବଲପୁରର ବୁର୍ଲାରେ ଥିବା ବୀର ସୁରେନ୍ଦ୍ର ସାଏ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ ବା ଭିସୁଟ ଏହାର ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସକୋର୍ଡ ଲାଗୁ କରିଛି । ୨୦୨୫-୨୬ ଶିକ୍ଷାବର୍ଷ ଠାରୁ ସମସ୍ତ ପ୍ରଥମ ବର୍ଷର ସ୍ନାତକ ଛାତ୍ରଙ୍କ ପାଇଁ ଏକ ବାଧ୍ୟତାମୂଳକ ୟୁନିଫର୍ମ ଡ୍ରେସ୍ କୋଡ୍…

ସ୍ୱାଧୀନତା ଦିବସ ପାଳନ ସମୟରେ ଅଚାନକ ପଡୋଶୀ ଦେଶରେ ହେଲା ଗୁଳିବର୍ଷା, ୩ ମୃତ, ୬୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ପାକିସ୍ତାନ ୧୪ ଅଗଷ୍ଟରେ ଅର୍ଥାତ୍ ଆଜି ସ୍ୱାଧୀନତା ଦିବସ ପାଳନ କରୁଛି । ସ୍ୱାଧୀନତା ଦିବସ ପାଳନ ସମୟରେ ଉତ୍ସବରେ ଦେଶ ବାସୀ ବିଭୋର ଥିବା ବେଳେ କରାଚୀ ସହରରେ ଯନ୍ତ୍ରଣାଦାୟକ ଘଟଣା ଘଟିଛି। ସ୍ୱାଧୀନତା ଦିବସ ପାଳନ ସମୟରେ ହଠାତ୍ ଗୁଳିକାଣ୍ଡରେ ଜଣେ ୮ ବର୍ଷୀୟା ଝିଅ ଏବଂ ଜଣେ…

ସନ୍ଧ୍ୟା ୬ଟା୩୦ ରୁ ରାତି ୧୧ ଯାଏଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରାବଣ ମାସର କୃଷ୍ଣ ସପ୍ତମୀ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ରୀତି ସମ୍ପାଦିତ ହେବ । ଏହି ସମୟରେ ସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଏକ ଗୁପ୍ତ ବିଧି। ଦ୍ୱିପହର ଧୂପ ପରେ ଶ୍ରୀମନ୍ଦିରର…

ଆଲୋଚନା ପୂର୍ବରୁ ହିଁ ସତର୍କ କରାଇଦେଲେ ଟ୍ରମ୍ପ, କୌଣସି ଥିରେ ବି ମନା କରିପାରିବେନି ପୁଟିନ, ନହେଲେ…. 

ନୂଆଦିଲ୍ଲୀ: ସମାଧାନ ନହେଲେ ଭୋଗିବାକୁ ପଡ଼ିବ ପରିଣାମ। ଶୁକ୍ରବାର ଆଲାସ୍କାରେ ଅନୁଷ୍ଠିତ ହେବାକୁ ଥିବା ଆଲୋଚନା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଯଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ବନ୍ଦ କରିବାକୁ ରାଜି…

ଅରୁଣଙ୍କ ବେହାଲ ବର୍ଷାରେ ଭିଜିଲେ ଦର୍ଶକ

ଭୁବନେଶ୍ୱର: ଭୁବନେଶ୍ବର ସ୍ଥିତ ଭଞ୍ଜକଳା ମଣ୍ଡପରେ ବୁଧବାର ସନ୍ଧ୍ୟାରେ ସାହିତ୍ୟ ଓ ସଙ୍ଗୀତର ଅନନ୍ୟ ଯୁଗଳବନ୍ଦୀ ଡ଼ ଅରୁଣ କୁମାର ସାହୁଙ୍କ ସଂପାଦିତ 'ସାଇତା ସତ' ପୁସ୍ତକ ଏବଂ 'ବେହାଲ୍ ବର୍ଷା' ସଙ୍ଗୀତର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସାହିତ୍ୟର ଅତିଥି ଭାବେ ବିଶିଷ୍ଟ…

ଉତ୍ତର-ପଶ୍ଚିମ ବଙ୍ଗୋପସାଗରେ ସକ୍ରିୟ ଲଘୁଚାପ, ଆଜି ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଗାମୀ କିଛି ଘଣ୍ଟାରେ ଘନିଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ…